English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଜ୍ଞାନରନାବ
36 poems
ଆଲୋକ ପଥ
Anam Charan Sahoo · 1 min read · 329 reads
ହେଲା ମୋ ବୟସ ଯେବେ ପାଞ୍ଚ ବର୍ଷ ଖଡ଼ି ଧରାଇଲେ ଗୁରୁ ତ୍ରିନାଥ ଦେବଙ୍କୁ ସୁମରଣା କଲି ପାଠପଢା ହେଲା ସୁରୁ ।
Abstract
ନନ୍ଦନନ୍ଦନ ହେ
Antaryami Sahu · 1 min read · 250 reads
ଶରଣ ପଶିଲା ବିଭିଷଣ ବୀର ପାଦ ତଳେ ଦେଲ ଠାବ, ଏ ମଝି ଦରିଆ ପାରି ହେବ। ପାଇଁ ପ୍ରଭୁ ଦିଅ ବାରେ ନାବ ।
Inspirational
ବିଦ୍ୟାଳୟ ସାଙ୍ଗ ବେଞ୍ଚ୍
Akshay Kumar Behera · 1 min read · 2.8K reads
ଗୋଟିଏ ବେଞ୍ଚ୍ ର ପୁଅ ଝିଅ ମିଶି ଏକ କକ୍ଷେ ପଢା ଯାଏ, ଆଗ ଧାଡିଟିରେ ବସିବାକୁ ନିତି ଜ୍ଞାନର ଲଢେଇ ହୁଏ ।୫।
Abstract
ବହି
Mamatamanjari Das · 1 min read · 342 reads
ଉପହାର ଦେବା ଆମେ କରିବା ଜ୍ଞାନର ବିକାଶ ତା' ଠାରୁ କରିବା ଆମେ ଜ୍ଞାନ ଆହରଣ ଚଉଦିଗେ ଭରିବା ଜ୍ଞାନର
Classics
ଦେଖାଅ ମୁକ୍ତିପଥ
Pradipta Kumar Behera · 1 min read · 370 reads
ଚଞ୍ଚଳ ମନରେ ଭରିଦିଅ ଜ୍ଞାନର ଭଣ୍ଡାର ବିବେକ ନିର୍ଦ୍ଦେଶରେ ହେଉ ପରିଚାଳନ ଭକ୍ତି ଭାବ ଭରେ
Inspirational
ବହି
Bijay Prusty · 1 min read · 153 reads
ବହି ଅଟେ ମୋର ଅତି ଆପଣାର ବହିର ତୁଳନା ନାହିଁ ଜୀବନ ପଥରେ ଚାଲିବାର ବାଟ ଦେଖାଇଛି ମୋତେ ବହି
Inspirational
Loading…
Next page →