English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଝାଉଁବଣ
6 poems
ପ୍ରେମ
Shashanka sekhar Ray · 1 min read · 174 reads
ତୁମେ ଅନ୍ଧଟିଏ ଦେଖାଇପାର ଇନ୍ଦ୍ରଧନୁ ସଞ୍ଜୟର ବିନା ଦିବ୍ୟଚକ୍ଷୁରେ ଦକ୍ଷ ଶିକାରୀ ବେଶେ ଝାମ୍ପିନିଅ ଶିକାର ବିନା ଦ୍ଵିଧା ଅକ୍ଳେଶରେ ।
Others
କୋଣାର୍କ ଆଖିରେ ଅଶ୍ରୁ
Ambika Swain · 1 min read · 7K reads
ହୃଦୟରୁ ତାର ନିଗୁଡୁଛି ଧାର କୋହ ସେ ପାରୁନି ସହି ଆଖିରୁ ଯାଉଛି ଠପ ଠପ୍ ହୋଇ ଅଶ୍ରୁର ବନ୍ୟା ବହି
Others
ଦୂର ସମ୍ଭାବନା
Kali Kumar · 1 min read · 443 reads
ଦୂରୁ ଲାଗଇ ଆକାଶ ବୋଧେ ଶୋଇଛି ଧରଣୀ କୋଳେ, ପାଖକୁ ଗଲେ ଦିଶଇ ସତେ ନୂଆ ଝାଉଁବଣ ସହ ମିଳେ ।।
Others
ସ୍ମୃତି ତମେ
SARATA KUMAR DAS · 1 min read · 219 reads
ସ୍ମୃତି ତମେ କେବେ ଝାଉଁବଣ ଛାଇ କେବେ ଲାଗ ନୀଳକଇଁ ନୀଳ ସାଗରର ନୀଳଢେଉ କେବେ କେବେ ଶୂନ୍ୟ ବେଳାଭୂଇଁ ।।
Fantasy
ଭଲପାଅ ଥରେ ମିଛରେ ମିଛରେ
Shiba Charan Mahapatra · 1 min read · 295 reads
କାନ୍ଦିବାକୁ ରଙ୍ଗ ମାଖି ହୁଏ ମୁଁ ସଜେଇ ହସି ହସି ତୋ ହାତରେ ସାଜଇ କଣ୍ଢେଇ..
Tragedy
ତୁମ ପାଇଁ
Hasyamayee Raj · 1 min read · 531 reads
ତୁମେ ମୋ ପାପର ନିସଙ୍ଗ ନିଡ ଅବା ପୂଣ୍ୟର ଫଳ ଜାଣେନା, ଅଥଚ ମୋ ନିରବତାର ଗନ୍ଧ ଭିତରେ ମୁଁ ବାରିପାରେ କେବଳ ତୁମରି ସ୍ଵର
Romance