StoryMirror - Read, Write, Share & Repeat- ରାଜଦୀପ-ଅଞ୍ଜନା; ପରିବାରେ ରୈନାAmaresh Kumar Hanuman · 1 min read · 611 readsଗର୍ବ କର ତୁମେ ଝିଅ ପାଇ,
କାରଣ ଅମୂଲ୍ୟ ଧନ ସେଇ,
ବାପା-ମାଆ କଥା ମାନୁଥାଇ,
ନାଆଁ କରୁ ସେ ତ ବଡ ହୋଇ ।
ଝିଅ ଯାଏ ଶାଶୁ ଘରେ ଚାଲି,
ହେଲେ ପାରେନା ସେ ବାପ ଭୁଲି,
ଉଠୁ ତହିଁ ତୁମ ଛାତି ଫୁଲି,
ବିତୁ ଦିନ ତୁମ ହଲି ଝୁଲି ।Romance
- ଇଏ କେମିତିକା ମଣିଷSusanta kumar Patra · 1 min read · 7.1K readsନାରୀ ହିଁ ସୃଷ୍ଟିର ଆଧାର,
ତା ବିନା ଅଚଳ ଏ ସଂସାର,
ଝିଅ ଜନ୍ମ ଦେବାକୁ ମନ ମାଆର,
କିନ୍ତୁ ବାପ କହେ,Inspirational
- ଝିଅଟି ଜନମି ଥିଲେBanasmita Panda · 1 min read · 222 readsଦେଖିଲେ କହିଥାନ୍ତେ
ଏଇଯେ ଓଡ଼ିଆଣୀ
ଓଡିଶାରେ ଘର ୟାର
କହୁଛି ତାର ମଥାର ଓଢଣୀ
ସଜାଇଥାନ୍ତି ସାଧବ ବୋହୂ ସମାନInspirational
- କନ୍ୟାରତ୍ନକୃଷ୍ଣ ପ୍ରିୟା ମହାପାତ୍ର · 1 min read · 206 readsଝିଅକୁ ଗ୍ରହଣ ନକରି ବାପା ତା
ଦେଲା ତାଙ୍କୁ ଘରୁ ଡଡି
ବାହା ହୋଇ ଆଉଥରେ ଯେ ଆସିଲା
ଉଡି ଗଲା ତାର ଧଡ଼ି।
ଦୁଇଟି ଝିଅଯେ ହୋଇଗଲା ତାର
ମୁଣ୍ଡରେ ଦେଲା ସେ ହାତ
ଝିଅ ଦୁଇ ପୁଣି ଅତି ଅଲାଜୁକ
ବାପାକୁ ଦେଖାନ୍ତି ବେତ।Tragedy
✿ ହସକୁରୀ ଝିଅ ✿
✿ ହସକୁରୀ ଝିଅ ✿Amiya Bej · 1 min read · 13.3K readsଆକର୍ଷିତ କଲାପରି ଗୁଣ କିଛି କାହିଁ ?ଯେ' , ତୁମେ ପ୍ରେମରେ ପଡିଯିବ !Othersମର୍ଡନ ଝିଅ
ମର୍ଡନ ଝିଅDibyajyoti Mohanty · 1 min read · 6.9K readsମର୍ଡନ ଝିଅComedy
Loading…