English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଟଙ୍କତୋରାଣି
18 poems
ଅଭିମାନୀ ଭକ୍ତ
Chandrasekhar Das · 1 min read · 320 reads
ଟଙ୍କ ତୋରାଣି ଯେ ଭଲ ନ ଲାଗିବ ମୋ ବାସି ପଖାଳ ଆଗେ ଥରେ ଖାଇନେଲେ ମନ୍ଦିର ଛାଡି ମୋ ଆସିବ ଘରକୁ ବେଗେ ।
Inspirational
କାଳିଆ ସାଆନ୍ତେ ହୋ ....!
DAMBURUDHARA BEHERA · 1 min read · 170 reads
ମନ କି ବଳୁନି ସୁନା ବେଶ ଲାଗି ଭକତେ ଆସନ୍ତେ ଧାଇଁ ତୋ ଟଙ୍କ ତୋରାଣି ଅବଢା ଅଇଁଠା ତୁଣ୍ଡରେ ଚାଖିବା ପାଇଁ।।
Others
ହେ ଜଗନ୍ନାଥ।
Amar Malik · 1 min read · 337 reads
ତୁମରି ଅବଢ଼ା ଅମୃତଠୁ ମିଠା ଖାଇଦେଲେ ଭୋକ ମରିଯାଏ ଟଙ୍କ ତୋରାଣିର ଅପୂର୍ବ ବାସନା ତାକୁ କିବା ଭୁଲି ହୁଏ।
Others
ପଖାଳ
Rajat Kumar Nayak · 1 min read · 6.8K reads
ଶାଗ ପଖାଳ ରେ ପେଟ ପୁରୁଥିଲା ତୋରାଣି ରେ ମେଣ୍ଟେ ଶୋଷ ଓଡ଼ିଆ ଜାତି ର ଗର୍ବ ଏ ପଖାଳ ମିଶିକି ଖାଇବା ଆସ ......
Others
ନୈବେଦ୍ୟ
Prafulla Chandra Mishra · 1 min read · 193 reads
ଦୁନିଆଁ ହାଟରୁ ସାରିଦିଅ ଖେଳ ନକର ଆଉ ଉଛୁର ମରତ ଭୂଇଁ ରୁ ବିରତ ଦିଅ ହେ ରାହା ପାଉ ନାହିଁ ମୋର ଅଭୟ ପଙ୍କଜ ଛନ୍ଦା ପଦ ଧ୍ୟାଇ ପ୍ରଫୁଲ୍ଲ ଡାକେ ନିରତେ ମଲା ବେଳେ ଟୋପେ ମହାର୍ଦ ତୋରାଣି ଆଶା ।
Others
ଆଲୋ ବାରମାସୀ
ତାରାପ୍ରସାଦ ଜେନା · 1 min read · 237 reads
ଆଲୋ ବାରମାସୀ ଆଗରୁ ଥିଲୁଟି ଚାଳିଆ ଘରେଲୋ ଏବେ ତୁ ଛାତକୁ ଲୋଡୁଚୁ ଆସି
Abstract
Loading…
Next page →