English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ତ୍ୟାଗପୂତ
5 poems
ଉପହାର
Sadananda Sahoo · 1 min read · 492 reads
କବିର କବିତା ଚାରୁ ବନଲତା ଔପଚାରେ ଉଦ୍ଭାସିତ କବିପ୍ରାଣ ଯୋଗ୍ୟ ଉପହାର ମିତ କବି' କିନ୍ତୁ ଉପେକ୍ଷିତ
Others
ଗୁରୁଦିବସ
Subhabrata Mahapatra · 1 min read · 386 reads
ତାଙ୍କରି ଜୀବନ ଆଦର୍ଶରେ ମୁହିଁ ହୋଇଆସୁଅଛି ଅନୁପ୍ରାଣିତ, ତାଙ୍କ ଆଶୀର୍ବାଦ ସଦା ରହିଥାଉ ଏଥିପାଇଁ ମୁହିଁ ଚେଷ୍ଟାରତ,
Others
ହେ ଉତ୍କଳ ମଣି
Sagar Kumar Parida · 1 min read · 268 reads
ଆଦର୍ଶ ଶିକ୍ଷକ କବି ଦାର୍ଶନିକ ଓଡ଼ିଆ ଭାଷାର ମହାନ ରକ୍ଷକ, ନିଜ ପୁତ୍ର ଛାଡି ମରଣର ଶେଯେ ଧାଇଁ ଯାଉଥିଲ ଦୁଃଖୀରଙ୍କି କାର୍ଯ୍ୟେ।। ବନ୍ଦୀ ଆତ୍ମକଥା, ଅବକାଶ ଚିନ୍ତା ଗୋ ମହାତ୍ମା, ଧର୍ମପଦ, ନଚିକେତା, ଓଡ଼ିଆ ଭାଷାର ଅମୁଲ୍ୟ ସମ୍ପଦ
Abstract
ଆସ ପାଳିବା
Rabindra kumar Sahoo · 1 min read · 238 reads
ସବୁ କ୍ଷେତ୍ରେ, ସବୁ ଦିଗେ ସରସ ସୁନ୍ଦର କରି ଏ ବିଶ୍ଵ ଗଢିବା ସ୍ଥିର ଚିତ୍ତ ଧୀର ବୁଦ୍ଧିରେ ତ୍ୟାଗପୂତ ମନୋଭାବ ନେଇ ଶସ୍ୟଶ୍ୟାମଳା ଭରା ସୁନ୍ଦର ବିଶ୍ଵ ଓ ପରିବେଶ ଗଢିବା
Inspirational
ସେବିକା
Pramila Mohanty · 1 min read · 11.7K reads
ମନରେ ଵିରକ୍ତି ଭାବ ଟିକିଏ ନାହିଁ କଳିକା କି ସରଳପଣ ଦେଇଚି
Inspirational