English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଦୁବଦାରୁ
20 poems
ଗୁହାରୀ ତୋ ପାଦେ ମାଆଲୋ
Sudeepta Suchismita Jena · 1 min read · 227 reads
ଦୁବ ଦାରୁ ହୁଏ ତୋର ନାମ ନେଲେ ସୋଲ ହୁଏ ପୁଣି ମହାମେରୁ କଣ୍ଟକିତ ରାସ୍ତା ପୁଷ୍ପମୟ ହୁଏ ତୋ ନାମ ସୁମରେ ଯେ ଅନ୍ତର କନ୍ଦରୁ।
Others
ସ୍ରଷ୍ଟା
Kulamani Sarangi · 1 min read · 7.1K reads
ଦୁବ ଘାସରେ ବି ରହିଅଛ ତୁମେ ରହିଛ ବିଶାଳ ଦ୍ରୁମେ, ଫୁଲରେ ରହିଛ,ପତ୍ରରେ ବି ଅଛ, କୃମିରେ ଆବର କୂର୍ମେ।
Others
ଘୋଷଯାତ୍ରା
Kartikeswar Sahoo · 1 min read · 7.2K reads
ନୀଳାଦ୍ରିଶ ପ୍ରଭୁ ଶଙ୍ଖ ଚକ୍ର ଧାରୀ ବନ୍ଦେ ପୁରୁଷୋତ୍ତମ, ଭରିଦିଅ ନାଥ ସାରା ସଂସାରରେ କ୍ଷମା, ଶାନ୍ତି,ଦୟା, ଧର୍ମ।
Others
ହୃଦୟର ଡାକ
Dr Jharana Satapathy · 1 min read · 969 reads
ଏ ବିଶ୍ବବ୍ରହ୍ମାଣ୍ଡ ପ୍ରଭୁ ତୋରି ହାତେ ଯାହା ଇଛା ତାହା କରୁଥା ସତେ
Others
ଦାରୁ ରାକ୍ଷସ
Saubhagya kumar Mallik · 1 min read · 199 reads
ଦାରୁ ରାକ୍ଷସ ବୁଝେନା କେବେ ଧନୀ ଗରିବ କିଛି ତା ମାୟାଜାଲେ ଯିଏ ପଡିଛି ପ୍ରାଣ ତାହାର ଯାଇଛି ।
Comedy
କଳ୍ପବଟ
PUSPALATA SAHOO · 1 min read · 23.1K reads
କଳପ ବଟର ମହିମା କେମନ୍ତ କିଏ ବା କହିବ ସତେ କେତେ କାଳ ଠାରୁ ଭକତ ଅନ୍ତରେ
Others
Loading…
Next page →