StoryMirror - Read, Write, Share & Repeat- କି ଲାଭ ପାରିବି ପାଇPrasanna Kumar Madala · 1 min read · 269 readsକେଡ଼େ ଅଲାଜୁକ ହେଲ କଳାମୁଖ
ଶ୍ରୀମତୀ-ମନ୍ଦିରେ ଥାଇ
ତାଙ୍କୁ ରଖି ଦୂରେ ସଙ୍ଗତେ ସେ' ପୁରେ
ରଖିଛ ଭଉଣୀ ଭାଇInspirational
- ବାହୁଡାରେ ମତେ ନିଅ ବାହୁଡେଇ..!!Bindu Nibedita · 1 min read · 7.1K readsଜିଉଁଛି ଦଣ୍ଡେ କାଟୁଛି ଦିନ..
ଯେବେଠୁ ଜୀବନ ମୋଡିଛି ମୁହଁ ।
ମରଣ ର ଅତି ସମୀପେ ଥିଲେବି..
ସ୍ୱୀକାର କରୁନି... କି କରିବି କୁହ ।Tragedy
- ପ୍ରଥମ ଦୃଷ୍ଟିରେPrasanta kumar Hota · 1 min read · 13.7K readsଜହ୍ନ ଆଲୁଅରେ କେବେବି ଝଲସେ
ସତେକି ଏ ପ୍ରେମ ଥିଲା ଆଦ୍ୟରସେ
ପ୍ରଥମ ପ୍ରେମର ପ୍ରଥମ ଝଲକେ
ରହିଛି ସାଥିରେ ଧରିଛି ମୁଁ ବୁକେOthers
- ଶ୍ରାବଣ ଭର୍ତ୍ତି ଆକାଶଟେ ଅଛିNarmada Sahu · 1 min read · 6.9K readsମୁଁ ଦେବଦାସ,,,,,
ତମ ଆକାଶଭର୍ତ୍ତି
ପ୍ରେମ ଫେରେଇନିଅ,,,,
ମୋର ଶ୍ରାବଣଭର୍ତ୍ତି
ଆକାଶର ସାଥ୍ ଅଛି,,,,,Inspirational
- ଦୁଃଖେ ଶେଷ ବା କେଉଁଠି ?K. Nirmal · 1 min read · 7.5K readsବଡ଼ ଦେଉଳରେ ପ୍ରଭୁ ଯେତେବେଳେ
ଅପବାଦ ଦେଲେ ତୋତେ,
ଛାଡିଗଲୁ ତୁହିଁ ଶ୍ରୀ ମନ୍ଦିର ବେଢ଼ା
ଦୁଃଖରେ ରହିଲୁ ସତେOthers
- କାଳିଆ ରେ ମୁଁ ଆସିଛିPrasanta kumar Hota · 1 min read · 3.9K readsତୋ ବଡ ଦାଣ୍ଡରେ ଚାଲି ଆସିଲେରେ
ଧୂଳି ଲାଗିଯାଏ ଦେହେ
ସେ ଧୂଳି କପାଳେ ବୋଳି ହୋଇଗଲେ
ତୋର ଅନୁଭବ ପାଏOthers
Loading…