StoryMirror - Read, Write, Share & Repeat- ବର୍ଜନ ଧୂମପାନPrabhas Mohapatra · 1 min read · 30 readsତମାଖୁ ସେବନ କରେ ଯେଉଁ ଜନ
ମୃତ୍ୟୁକୁ କରେ ବରଣ ।
ଆସ ଭାଇ ଆଜି ଶପଥ କରିବା
ନ ଟାଣିବା କେହି ଗଣ ।।Inspirational
- ତମାଖୁକୁ କର ନାBidulata Sahoo · 1 min read · 161 readsହୃଦଘାତ,ଯକ୍ଷ୍ମା,ଫୁସଫୁସ୍ ପାଇଁ,
ରୋଗକୁ ଡାକି ଆଣଇ ସେହିInspirational
- ନିଶା ନିଆଁsusmita mohapatra · 1 min read · 11.8K readsନାଚି ଯାଉଛି ତୁହାକୁ ତୁହା
ସଂକୁଚିତ ଲାଜକୁଳୀ ଲତା ତଥା
ସଞ୍ଜର ଝାଉଁଳା ଫୁଲ ପରିInspirational
- ଅନୁଭୂତି ର ଇନ୍ଦ୍ରଧନୁ 🌈Amita Dash · 1 min read · 114 readsଅନୁଭୂତି ର ଇନ୍ଦ୍ରଧନୁ 🌈Abstract
- ପାନ ପେଢ଼ି ।Ram Prasad Bisoi · 1 min read · 6.8K readsପାନ ପେଢ଼ି ।
କେତେ ଦିନ !ଏମିତି ଚୁପ ରହିବ , ଦେଖି ପାରୁଛି,ତମ ମୁଖ ମଣ୍ଡଳର ଆଭା, ସ୍ମିତି ହାସ୍ୟ, ଆଖିର ଲାଳିମା , ଦୂରେ ଥାଇ , ମନ ଗହନ କଥା, କେତେ ଦିନ ସାଇତି ରଖିବ ସନ୍ତକ ବାକ୍ସ ଆଉ ପାନ ପେଢ଼ି, ଖୋଲି ଦିଅ ପିଟରା, ସୁବାସିତ ପାନ ପତ୍ର ରେ ସିଞ୍ଚନ କର କିଛି ଗୋଲାପ ଜଳ, ଗୁଆ ଆଉ ଚୂନ, ତା ସହ କ୍ଷୀର ମିଶା ଗିଲାଖଇର , ଜଫ୍ରାନି ପତି ,ଅଳେଇଚ, ଲବଙ୍ଗ, ଦିଅ କିଛି କିସମିସ,, ନାଲି ଓଠ , ନାଲି ଜୀବହ୍ୱା ,ଖର ନିଶ୍ୱାସ ହୋଇ ଯିବନି ପ୍ରଶମିତ, ଜଳୁଥିବା ଅଗ୍ନିର ଦହନେ ତମ ଶରୀର , ପାନ ଖଣ୍ଡେ ତ , ନା ସୁନା,ରୂପ ଟଙ୍କା ,ଗହଣା, ଯେ ସରି ଯିବ , ରହି ଯିବନି ଭାବ ସାରା ଜୀବନ , ମନ ଆୟତ ଉପଶମ ଚିକିସ୍ତକ ଯେ ତୁମେ, ଖୋଲ ତୁମ ସଦା ବାହାର ପାନ ଥରେ ଦେଇ ତ ଦେଖ ମତେ ତମ ପୁରୁଣା ସନ୍ତକ ବାକ୍ସରେ ସାଇତା ଆଇମା ବୁଢ଼ୀଙ୍କ ""ପାନ ପେଢ଼ି "" ।
ରାମ ପ୍ରସାଦ ବିଶୋଇ । (କାଶ୍ୟପ) ତା-୦୪-୦୬-୧୬ ସକାଳ-୫-୫୫ ମି. ରାୟଗଡ଼ା ।Others
- ଅଧର ପଣା ୨Suresh chandra Padhy · 1 min read · 153 readsଅଧର ପଣା ୨Fantasy
Loading…