Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ନବାଙ୍କ
4 poems
ନବାଙ୍କ ବେଶ
Nrusingha Narayan Tripathy · 1 min read · 200 reads
ପ୍ରବର୍ତ୍ତକ ଏ ବେଶର ଚୈତନ୍ୟ ଦେବ ଭକ୍ତର ଭକ୍ତର ଠାକୁର ସିଏ ଜଗଦ୍ଦେଶ୍ୱର ଶୀତର କୁସୁମ ଫୁଲ ଆତ୍ମହରା ଦିଗପାଳ ଆନନ୍ଦେ ଅର୍ପଣେ ପ୍ରଭୁ ଫୁଲର ହାର
Others
ନବାଙ୍କ ବେଶ
SUSMITA MISHRA · 1 min read · 108 reads
ତୋର ଏ ବେଶର ଥିଲେ ପ୍ରବର୍ତ୍ତକ ତୋ ଭକ୍ତ ଶିରୋମଣୀ ଚୈତନ୍ୟ ଦେଵ ରସିକ ନାଗର ଭକ୍ତର ପ୍ରେୟଶଃ ଭକ୍ତ ପାଇଁ ବି ହେଉ ତୁହି କେତେ ବେଶ।
Others
ନବାଙ୍କ ବେଶ
Prafulla Chandra Mishra · 1 min read · 193 reads
ବାପଘରୁ ଫେରି ଆସିବେ ଚଞ୍ଚଳା ସରିବ ପହିଲି ଭୋଗ ମାଆ ରାନ୍ଧୁଥିଲେ ସକାଳୁ ସକାଳୁ ପୁଅକୁ ହୋଇବ ଭୋକ ଶୀତଦିନ ରାତିଯାକ ଉପାସରେ ଅଛି ପୁଅ ବୋଲି ମାଆ ପରସେ ପହିଲି ଭୋଗ ।।
Others
ନବାଙ୍କ ବେଶ
Durjyodhan Barik · 1 min read · 135 reads
ଚୂଳ ଓ ଟୋପର ତୁଳସୀ ପତ୍ରରେ ହୃଦ ପଦକ ମିଶ୍ରିତ ଗେଣ୍ଡୁ ଫୁଲ ଆଉ ଗୋଲାପ କଢରେ ହୁଏ ପଦକ ପ୍ରସ୍ତୁତ ।
Others