English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ନିରୀମାଖି
7 poems
ନିରିମାଖି ଫୁଲ କୋଠର ଆଘାତ
Sadananda Sahoo · 1 min read · 7.3K reads
ଶେଷ ଶ୍ରଦ୍ଧାଞ୍ଜଳୀ ପୁଷ୍ପ ର ଆଞ୍ଜୁଳି କରୁଛି ମୁଁ ସମର୍ପଣ ;; ହେ ଶିଶୁ ଗଣ କରହେ ଗ୍ରହଣ ଏ ଶ୍ରଦ୍ଧାର ସୁମନ ଜାଣ !!
Others
ଶୀତ ଦିନର ସେ ଅଭୁଲା ମୁହୂର୍ତ୍ତ..
Beenapani Seth · 1 min read · 269 reads
ଶୀତ ଥୁରୁ ଥୁରୁ ଦେହରେ ପାଦ ମୁଁ କାଢ଼ିଲି ବାହାରେ ଶାନ୍ତ, ଶୀଥିଳତା ମୋ ଜୀବନେ ଆଙ୍କିଦେଲା କୁହୁଡ଼ି
Classics
ଓଡ଼ିଆଣୀ ଵୋହୂ
Sarita Rani Mohanty · 1 min read · 11.7K reads
ଏନ୍ତୁଡ଼ି ନିଆଁ ତ ଜଳି ସରିଥାଏ ବାକି ତା ମଶାଣୀ ନିଆଁ ଓଡ଼ିଆ ବୋହୂର ପରିଚୟ ଭିନ୍ନ ସଭିଙ୍କୁ
Classics
ଦୁଇ ଆଖି
Papu parida · 1 min read · 172 reads
ଆଖି ଦୁଇ ପାଖେ ଅଛି କି କୁହୁକ ଟାଣେ ତା ଆଡେ ସତେ କି ଚୁମ୍ବକ ଆକର୍ଷଣ ବଳ ଏତେ ଯେ ତାହାର ଟାଣି ହୋଇ ଯାଏ ହୃଦୟ ମୋହର।
Romance
ନିଃଶବ୍ଦ ଋତୁ
Debadatta Jena · 1 min read · 248 reads
କେବେ ପ୍ରୀତିମୟୀ ପ୍ରେମର କଦମ୍ବ କେବେ କାନ୍ତି ଦୀପ୍ତି ଆଶାର କୁସୁମ ଗୋଲାପୀ ସୁଗନ୍ଧ ବାସ୍ନା, କେବେ ସେ ପ୍ରଗଳ୍ଭl ପ୍ରେମ ପ୍ରଣୟିନୀ କେବେ ନିଶି ଗନ୍ଧା ସୌରଭ ଦାମିନୀ ନିଃଶବ୍ଦ ନିଃଶ୍ଚୁପ ନିଆଁ..!
Romance
ବଣମଲ୍ଲୀ
Madhusmita Prusty · 1 min read · 223 reads
ଅଭାବ ସଂସାର ଉଚ୍ଚଶିକ୍ଷା ଆଶା ପୂରଣ ହୁଏନି ସିନା, ସହାୟତା ହାତ ବଢ଼େଇତ ଦେଖ ଅଣଦେଖାଟି କରନା | ବଡଘର ଥାଟ ବସ୍ତ୍ର ପରିପାଟୀ ନାହିଁ ସିନା ତା ଭାଗ୍ୟରେ, ସଂସ୍କାର ସୁନାମ ଅର୍ଜନ କରିବେ ସୁଯୋଗତ ଦିଅ ଥରେ |
Tragedy
Loading…
Next page →