English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ନିର୍ବାଚନୀ
5 poems
ନିର୍ବାଚନ
Satyanarayan Sahoo ( Nitu ) · 1 min read · 148 reads
ମୁଁହିଁ ଦୀନ, ହୀନ, ନିଃସ୍ଵ ନାଗରିକ ବୁଝେ ନାହିଁ ତୁମ ଛଳ, ପ୍ରଲୋଭନ ମୋହେ କେଡ଼େ ସହଜରେ ବିକେ ମୋର ମୁଣ୍ଡ - ମୂଲ Il
Others
ଫୋନୀ
Sankarsan Kar · 1 min read · 150 reads
ଓଡିଶା କି' ତୁମ ଶଶୁର ଘର? ଅlସୁଥାଅ ବାରମ୍ବାର, ଅନେକ ରୂପରେ ତାଣ୍ତବ କରିଣ ଅଣ୍ଟାଭାଙ୍ଗ ଓଡିଶାର!!
Tragedy
ସୁଦିନର ଅନନ୍ତ ପ୍ରତୀକ୍ଷାରେ
Sambit Srikumar · 1 min read · 140 reads
ରାଷ୍ଟ୍ରୀୟ ସମ୍ପଦ ସବୁ ହୋଇଛି ଠୁଳ ପୁଞ୍ଜିପତିଙ୍କ ପାଶରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ହେଉଛି ବିନିବେଶ ମୁଦ୍ରା ବଜାରେ
Abstract
ଜୀବନ (୪)
Sanjya Tripathy · 1 min read · 216 reads
ନିର୍ବାଚନୀ ଉଷ୍ଣତାରେ ବାତାବରଣ ଭରି ଯାଉଛି ବୋଲି ଆରୋପ ପ୍ରତ୍ୟାରୋପର ପଶାପାଲିରେ ରାଜନୀତି ଖୋଲାହେଉଛି ବୋଲି ମଣିଷ ପରିଚୟର ପ୍ରାସଙ୍ଗିକତା ଭୁଲି ଯାଉଛି ବୋଲି ଜୀବନଟା ଅଛି
Others
ମୁଁ କୃଷକ
Ramachandra Bhutia · 1 min read · 165 reads
ତଥାପି ହେଉନି ନିରାଶ ସେ ସର୍ବନିୟନ୍ତାଙ୍କ ପାଖରେ ମୋ ଅଖଣ୍ଡ ବିଶ୍ୱାସ । କାପୁରୁଷ ଲକ୍ଷଣ ସିନା କାତରତା ସଂଘର୍ଷରେ ଫୁଟିଉଠେ ନିଜର ବୀରତା ।।
Tragedy