StoryMirror - Read, Write, Share & Repeat- ନିଶିଗନ୍ଧା ---------------------!Ram Prasad Bisoi · 1 min read · 6.5K readsନିଶିଗନ୍ଧା ---------------------!
କିଏ ! କହିଲା ତମେ ନାହଁ ବୋଲି ମୋ ପ୍ରତି ଆଳପନା ଯେ ତମ ପାଇଁ, ତମେ ତ ଅଛ ! ମୋ ଠାରୁ ଅପହଞ୍ଚ ଦୂରତାରେ ମୁଁ ଯେ ଆଧୁରା , ତମ ବିନା ।(୧)
ଆଜି ! ତମ ଅସ୍ତିତ୍ବ ଏକ ପ୍ରଶ୍ନବାଚୀ ଚିହ୍ନ ? କେତେ ଯେ କହିଁ ଚାଲିଥିବି, କାହାକୁ କେମିତି ବୁଝାଇବି ,ତମେ କୁହ ! ତମ ବିନା ଆଧୁରା ଏ ଜୀବନ ବଞ୍ଚି ଚାଲି ଥିବି ଯେତେ ଦିନ ଅଛି ଏ ମୋର ପ୍ରାଣ , ତମ ଆତ୍ମା ସହ ଯେ ମୋ ଆତ୍ମା ବିଲୀନ , ତମେ ନାହଁ ! ମୁଁ ଅଛି ! ତମେ ଭୁଲି ଯାଅ ! କଥା ଦେଇ ମୁଁ ବୁଲୁଛି ! ତମ ସ୍ମୃତିର ପରିଧିରେ ଵିନ୍ଦୁ ଟିଏ ହୋଇ, ନିଶଗନ୍ଧା ତମେ ରାତ୍ରିର ବିଳମ୍ବିତ ପ୍ରହରରେ ଆସ ! ପୁଣି ଫେରି ଯାଅ ପାହାନ୍ତିଆ ସକାଳକୁୁ କରି ସାଥୀ କୁହୁଡ଼ି କେତେ ଯେ କହିଚାଲିଥିବି ସମସ୍ତଙ୍କୁ ତମେ ମୋର କେହି ନୁହଁ , ତମେ ମୋର କେହି ନୁହଁ କେବଳ ମାତ୍ର ମୋର ସବୁ ରଜନୀରେ ମହକୁଥିବା ନିଶିଗନ୍ଧା ! ମୋର ଏକାନ୍ତ ନିଜସ୍ୱ ନିଶିଗନ୍ଧା ""ନିଶିଗନ୍ଧା ""।
ରାମ ବିଶୋଇ (କାଶ୍ୟପ) ରାୟଗଡ଼ା । ସମୟ ରାତ୍ର-୧୨-୧୬ ମି, ତା-୦୫-୦୬-୧୬ ।Others
- ନିଶିଗନ୍ଧା ୩Pranati Mahapatra · 1 min read · 152 readsନିଶିଗନ୍ଧା ୩Romance
- ଭାଗ - ୧ ନିଶିଗନ୍ଧାPranati Mahapatra · 1 min read · 206 readsଭାଗ - ୧ ନିଶିଗନ୍ଧାRomance
- ସ୍ୱପ୍ନ ସବାରୀChinmayee Sahoo · 1 min read · 94 readsଝୁରିବିନି ପ୍ରୀୟା ଖୋଜିବିନି ଜମା
ନିଦ୍ରାଶେଷେ ପ୍ରଭାତରେ
ନୀତି ଆସୁଥିବ ନିଶିଥିନି ସାଥେ
ନିଶିଗନ୍ଧାRomance
- ନିଶିଗନ୍ଧାTapan Dixit · 1 min read · 6.8K readsନିକ୍ଷ୍ପନ୍ଦ ହୃଦୟେ ସଞ୍ଚରି ଶତ କାମନା ତରଙ୍ଗ ରାଜି...Romance
- ନିଶିଗନ୍ଧାHrushikesh Satpathy · 1 min read · 6.6K readsସ୍ବପ୍ନରେ ତୁମେ,
ବାସ୍ତବରେ ତୁମେ, ନୀରବରେ ତୁମେ, କୋଳାହଳେ ତୁମେ...Romance
Loading…