English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ନୀଳାଦ୍ରି
17 poems
କରୁଛି ଗୁହାରୀ
Pranati Mahapatra · 1 min read · 7K reads
ଜଗତର ନାଥ ତୁମେ ସବୁଦେଖୁଅଛ, ବଡ଼ଦିଅଁ ହୋଇ କିଆଁ ଏସବୁ ସହୁଛ? ନ୍ୟାୟଧୀଶ ହୋଇ ସତ୍ୟ କର ଉତ୍ଥାପନ, ଧର୍ମର ବିଜୟ ବାନା ଉଡୁ ଚାରିକୋଣ।
Others
ଶ୍ରୀକ୍ଷେତ୍ରମଣି
Deepak Panigrahi · 1 min read · 7.1K reads
ହେ ପୁରୁଷତ୍ତମ ମୋର ମନସ୍କାମ ପୂର୍ଣ୍ଣ କର କୃପା ବହି ଏ ଭୃତ୍ୟର ଭାବ ଗ୍ରହଣ କରିବ ତୁମ୍ଭେ ଯେଣୁ ଭାବଗ୍ରାହୀ ........
Others
କରୁଛି ଗୁହାରି ନୀଳାଦ୍ରିବିହାରୀ
Pranati Mahapatra · 1 min read · 7K reads
ଜଗତର ନାଥ ତୁମେ ସବୁଦେଖୁଅଛ, ବଡ଼ଦିଅଁ ହୋଇ କିଆଁ ଏସବୁ ସହୁଛ? ନ୍ୟାୟଧୀଶ ହୋଇ ସତ୍ୟ କର ଉତ୍ଥାପନ, ଧର୍ମର ବିଜୟ ବାନା ଉଡୁ ଚାରିକୋଣ।
Inspirational
ମଣିମା ଶୁଣିମାହଉ ଗରିବ ଡାକ
Deepak Panigrahi · 1 min read · 6.7K reads
ହେ ପୁରୁଷତ୍ତମ ମୋର ମନସ୍କାମ ପୂର୍ଣ୍ଣ କର କୃପା ବହି ଏ ଭୃତ୍ୟର ଭାବ ଗ୍ରହଣ କରିବ ତୁମ୍ଭେ ଯେଣୁ ଭାବଗ୍ରାହୀ
Others
ନୀଳାଦ୍ରୀ ବିଜେ
BISWESWAR MAJHI · 1 min read · 6K reads
ଯାତ ନବଦିନ ପତିତପାବନ ଆଡ଼ପ ମଣ୍ଡପ କରି ଧନ୍ୟ ଆର ବରଷକୁ ଗୁଣ୍ଡିଚା ଯାତକୁ ରଥ ଟାଣି ଅରଜିବା ପୂଣ୍ୟ ।
Others
ପୁରୁଷୋତ୍ତମ ଦେବ (5)
Kulamani Sarangi · 1 min read · 4.4K reads
ବାରବାଟୀ ଦୁର୍ଗେ ସଇନେ ସମ୍ବୋଧି ବୋଇଲେ ପୁରୁଷୋତ୍ତମ, "ବିଶାଳ ବାହିନୀ ଘେନିଣ ହମ୍ବିର ଆସୁଛନ୍ତି ଝଡ ସମ।
Others
Loading…
Next page →