StoryMirror - Read, Write, Share & Repeat- ସାଥିରେ (ଚାରି)kahnu charan sahu · 1 min read · 110 readsଇଚ୍ଛା ହୁଏ
ତୋ କବିତାର
ପଂକ୍ତି ସାଜିବାକୁ
ଇଚ୍ଛା ହୁଏ
ତୋ ପ୍ରେମ ବଗିଚାର
ଭଅଁର ହେବାକୁRomance
- ମୁଁ ନିଜେGirija Prasanna Prusty · 1 min read · 175 readsତାର କଣ ଦୋଷ,,
ସିଏ ତ ଖାଲି ଥରୁଟିଏ ଚୁମିଥିଲା,
ଭଲ ପାଇଥିବା ଲୋକ ତ ମୁଁ ନିଜେOthers
- ହେ କୀର୍ତ୍ତି କୋଣାର୍କ !Hrushikesh Satpathy · 1 min read · 6.5K readsତିନି ଭୁବନରେ ତୁମେ ହିଁ,ତୁମେ ହିଁ,
ସତେକି ସୃଜିବ
ଆଉ ଏକ ବୃନ୍ଦାବନ !Others
- ଈଶ୍ୱରୀୟ ସତ୍ତାପ୍ରିୟଦର୍ଶିନୀ ମହାନ୍ତି · 1 min read · 230 readsସୁନ୍ଦର ପଂକ୍ତି ମାନ ଯୋଡି
ସଜାଡ଼ିଦେଲ ମୋତେ କବିତାଟିଏ ପରି,
ଶୃଙ୍ଗାର କରି ସିମନ୍ତୀରେ ଦେଲ ସିନ୍ଦୂର ଭରି,
ମୋ ମୃତବତ୍ ମନ କୋଠରୀରେ ସିଞ୍ଚିଦେଲInspirational
- ଛଦ୍ମ ରାତିSarmistha Bhuyan · 1 min read · 506 readsଅଛି ଯଦି ଏଇ ସର୍ଜନାରେ ଶକ୍ତି, ଥମିବ ବର୍ଷା ପାହିବ ଏ ରାତି
ସତ ହେବ ଦିନେ କଳ୍ପନାରେ ଗଢା, ଏହି ଏକ ଛଦDrama
- ' ' ଟିକି ହସ ଫୁଲ ବୈଭବ ରତନ ' 'Sadananda Sahoo · 1 min read · 228 readsରୂପରେ ଗୁଣରେ ସରି ହବ କିଏ
ବୈଭବ ସୁନା ସଙ୍ଖାଳି,
ବର୍ଣ୍ଣନା ସାପେକ୍ଷ କବି ମଧ୍ୟ ସ୍ତବ୍ଧ
ଅଧୁରା ରହେ ତା' ପଂକ୍ତିChildren Stories
Loading…