Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ପତିତ
18 poems
ଜୟ ଜଗନ୍ନାଥ।
Santanu Bisoi · 1 min read · 337 reads
ଭକତ ବିଦୁର ଅବା ସାଲବେଗ କର ବା ନ'କର ନାହା, ବିସର ମହାନ୍ତି କଳି କାଳେ ମୋତେ କରିଦିଅ ଚଉବାହା
Others
ଜୀବନ ଗୀତା-୨୭୫
Geeta Sarangi · 1 min read · 142 reads
କାଳର ଗତି ସହିତ ସଦା ଚାଲୁଅଛି ପାଦ ମିଶାଇ ଜୀବନର କେତେ ମୁଖଶାଳା ମନ୍ଦିର ଗଲାଣି ମିଳାଇ ତଥାପି ମାଡି ଚାଲିଛି ଜୀବନ ଭୁଲି ଅତୀତ
Others
ପତିତ ହେଲିକି ଏତେ
Prasanta kumar Hota · 1 min read · 321 reads
ପତିତ କର ଉଦ୍ଧାର କଟାକ୍ଷ ଦେଇ ମାତର କଟାକ୍ଷ ମୋଠାରେ ଥରେ ପଡନ୍ତା କି ମୋର ପରେ ନିସ୍ତରି ଯାଆନ୍ତି ପ୍ରଭୁ
Others
ଆହେ ଚକ୍ରଧର
Kalpana Ray · 1 min read · 117 reads
ଆହେ ବେଣୁପାଣି ରଖ ମୋ ଦାୟିନୀ ମାଗୁ ନାହିଁ ମୁହିଁ ତୁମକୁ ଚାନ୍ଦ ତୁମେ କଳାକେକୀ କଥା ରଖିବ କି ତୋଷିବି କି ପ୍ରଭୁ ଦେଇ ମକରନ୍ଦ
Classics
ମିଳନ ତୀର୍ଥ-ପ୍ରଭୁ ଜଗନ୍ନାଥ
Bijaya Ketan Sahu · 1 min read · 6.8K reads
ତୁମେ କୃଷ୍ଣ, ରାଧା, ବଂଶୀ, ଗୋପଙ୍ଗନା ତୁମେ ରାସ, ବୃନ୍ଦାବନ ହେ ନିର୍ବାଣଦାତା ନିବାରିତ କର ଏଇ ମୋ ତୃଷାର୍ତ୍ତ ଚିତ୍ତ.
Others
ହେ ମହାବାହୁ
Sasmita Acharya · 1 min read · 6.8K reads
ପତିତ ପାବନ ନାମ ବହିଅଛ ପତିତଙ୍କୁ କରି ଉଧାର...
Inspirational
Loading…
Next page →