English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ପବନରଦୋଳି
67 poems
ପୁଣିଥରେ ଶୀତ
Bijaya Panda · 1 min read · 136 reads
ପୁଣିଥରେ ଶୀତ
Classics
ବର୍ଷା ! ପବନର ଚଇତାଳି ।
Ram Prasad Bisoi · 1 min read · 7.1K reads
ବର୍ଷା ! ପବନର ଚଇତାଳି । ପବନ ଖେଳୁଛି ଚଇତାଳି, ମନ କହୁଛି ତାକୁ ଆରେ ପବନ ତୋ ସ୍ପର୍ଶରେ ଭରି ରହିଛି ମତୁଆଲା ପବନ ଗୋଲାପର ସହର ଏଠି ତୁ ଅଛୁ ହେଲେ ନାହିଁ ମୋ ପ୍ରିୟତମାର ପରଶ ଯା ତୁ ତ ବହୁଥିବୁ ସେ ସହରରେ ଯେଉଁଠି ଅଛି ସେ ତାକୁ ଯାଇ କହ ! ତା କାନେ ଚୂପି ଚୂପି, ଏଠି ଲାଲବାଗର ରଙ୍ଗବେରଙ୍ଗ ଗୋଲାପ ଫୁଲ ତୋ ମତୁଆଲା ଛୁଆଁ ଆଉ ବାଙ୍ଗାଲୋର ସହରର ଯନ୍ତ୍ରବତ ଚାଲୁଥିବା ମଣିଷଙ୍କ ଭିତରେ ମେଜେଷ୍ଟିକ ମାର୍କେଟ ମୁଁ ତା ପ୍ରୟତମ ସବୁ ଅପରିଚିତା ମାନଙ୍କ ଭିତରେ ଖୋଜୁଛି ତାକୁ ଏକା ସେ ଆସିଲେ ପବନ ବର୍ଷା ଦୁହେଁ ମିଶି ଖେଳିବୁ ଖେଳ ! ବର୍ଷା । ପବନର ଚଇତାଳି । ରାମ ପ୍ରସାଦ ବିଶୋଇ (କାଶ୍ୟପ) ଲାଲବାଗ, ବାଙ୍ଗାଲୋର । ତା-୧୦-୦୬-୧୬ ସମୟ-ଦିବା-୦୩-୫୨ ମି, ।
Others
ମେଳା
Sachidananda Kar · 1 min read · 318 reads
ମେଳା
Fantasy
ଦୋଳି
Biplab Pati · 1 min read · 233 reads
ତୋ ଛାଇ ଲୁଚେଇଦେଇଥିବା ମୋ ହାଡ଼ ,ବେକ ଡାଳରୁ
Abstract
ଫୁଲ
Purnima Sing · 1 min read · 52 reads
ଛୋଟ ଫୁଲ ଟିଏ ହୋଇ ଗଛ ଶାାଖା ରେ ମୁଁ ଝୁଲୁଥାଏ, ପବନ ରେ ଖେଳେ ଦୋଳି ସବୁ ବେଳେ ହସୁଥାଏ।
Classics
ହସୁଛି ମୋ ଧନ ହସୁଛି
Debabrata Barik Debunu · 1 min read · 11.6K reads
ତା ହସ ଦେଖି ମୁଁ ଆଜି ଟିକେ ହୃଦୟରୁ ହସି ପାରୁଛି ଏବେ ତ ହସିବା, ଭୁଲିଗଲାଣି ମଣିଷ ହେଲେ ହସି ବାକୁ...
Others
Loading…
Next page →