StoryMirror - Read, Write, Share & Repeat- ଶୂନ୍ୟତାର ଚାରିକାନ୍ଥShanti Mishra · 1 min read · 272 readsସେଦିନ ତୁମେ ଥିଲ, ମୁଁ ଥିଲି, ଆଉ ଏ ସାରା ସହର ନିଦେ ଶୋଇ ଯାଉଥିଲା,
ତୁମେ ଗପୁଥିଲ ଅନାବନା ତୁମ ଖିଆଲି ଭାବନାକୁ ଯୋଡି ଯାଡି, ମୁଁ ଶୁଣି ଯାଉଥିଲି lRomance
- ସମ୍ପଦ କାଳେ ସର୍ବେ ସଖାSamar Ballav Bhoi · 1 min read · 166 readsସମ୍ପଦ କାଳେ ସର୍ବେ ସଖାTragedy
- ପାଇବାର ଅନ୍ୟ ନାମ ଯେ ରାଧା ।Ram Prasad Bisoi · 1 min read · 7.2K readsପାଇବାର ଅନ୍ୟ ନାମ ଯେ ରାଧା ।
ତମେ ଅଛ କି ? ନାହିଁ , ଜାଣେନା ମୁଁ ! ପ୍ରତି ସକାଳୁ ଶୁଣେ ! ତମ ରାଗ ରାବଳି ଦେଖିନି କି ଶୁଣିନି ଜାଣିଛି କିନ୍ତୁ ଅପରିଚିତା , ଲେଖେ ନିତି ସକାଳୁ ଗୋଟିଏ କବିତା , କେବେ ଆସ କେବେ ନ ଆସ ଆସିଲେ କିନ୍ତୁ କହ ମୁଁ ଏକା ତମର , ଶୁଣୁଛ ତ ! ମୋ ମନ ବଂଶୀ ସ୍ୱର , ପଢି ପାରୁଛ କି ? ମୋ ଆବେଗ , ଯମୁନା କାନ୍ଦୁଛି , କାନ୍ଦୁଛି କଦମ୍ବ ମୁଳ, ରଜସ୍ୱଳା ମାଟି କେବେଠୁ ହରାଇଲାଣି ତା ଅଦ୍ରତା , ଚଉଥିରାତିରେ ବର କିଏ ? ପଚାରୁଛି ପରିନିତା , କିଏ ? ପର କିଏ ? ଆପଣାର ଅନ୍ଧ ପଟ୍ତଳି ବାନ୍ଧି ବସିଛି ଗାନ୍ଧାରୀ, ଭୋକ ବିକଳରେ ତମ ବିରହେ କଣ୍ଟା ଗୁଳ୍ମ ଚୋବାଇ ଚାଲିଛି, ଝରୁଛି ଓଠରୁ ମୋ ଯନ୍ତ୍ରଣାର ରକ୍ତ ତମେ କାହୁଁ ବୁଝିବ, ମୁଁ ତା ବୁଝି ସାରିଛି ପାଇବାର ଅନ୍ୟ ନାମ ଯେ ରାଧା ।
ରାମ ପ୍ରସାଦ ବିଶୋଇ (କାଶ୍ୟପ) ମେଜେଷ୍ଟିକ, ବାଙ୍ଗାଲୋର , ରାତ୍ର-୯-୩୪ ମି , ତା-୧୪-୦୬-୧୬ .।Others
ସାବିତ୍ରୀ
ସାବିତ୍ରୀAmarendra Chaudhuri Ojha · 1 min read · 13.6K readsସ୍ନେହ, ପ୍ରେମ, ଭଲ ପାଇବାର ଏକ ପ୍ରତିବିମ୍ବComedy- ଆଶାManas Panda · 1 min read · 13.7K readsଆଶାOthers
- ଅସରାଏ ଆଶାKali Kumar · 1 min read · 196 readsଟୁକୁନା ମୁହଁରେ ହସ
ମନରେ ପୁଲକ
ମୁଗୁନି ପଥର ମୂର୍ତ୍ତି ପରିAbstract
Loading…