StoryMirror - Read, Write, Share & Repeat- ଭାବନାPrabhanjana Tripathy · 1 min read · 173 readsନାଭି ତଳେ ଖୁଞ୍ଚା,ପଣତ ପବନେ,
ଥରି ଉଠେ ଫିରି ଫିରି,,
କଚାଡି ପଡ଼ଇ , ପାନ୍ଥ ଚୋରା ପ୍ରେମୀ,,
ଦେଖେ ଆଖି ଘୁରି ଘୁରି,,,,llAbstract
- ତୁମେ ଆସKAMALKUMAR DASH · 1 min read · 121 readsମନେ ପଡେ ତୁମରି ଆସିବା
ଝୁମ ଝୁମ ପାଉଞ୍ଜିର ଶବଦ
ଗାଆଁ ବାଟ ଧାନ ବିଲ ଦେଇ
ଖରା ବେଳେ, ସକାଳ, ସଞ୍ଜରେ
କେବେ ଅବା, ନଈ ଗଲେ ଛାଇRomance