StoryMirror - Read, Write, Share & Repeat- ଅନୁଭୂତି ର ଇନ୍ଦ୍ରଧନୁ 🌈Amita Dash · 1 min read · 114 readsଅନୁଭୂତି ର ଇନ୍ଦ୍ରଧନୁ 🌈Abstract
- ପାନ ପେଢ଼ି ।Ram Prasad Bisoi · 1 min read · 6.8K readsପାନ ପେଢ଼ି ।
କେତେ ଦିନ !ଏମିତି ଚୁପ ରହିବ , ଦେଖି ପାରୁଛି,ତମ ମୁଖ ମଣ୍ଡଳର ଆଭା, ସ୍ମିତି ହାସ୍ୟ, ଆଖିର ଲାଳିମା , ଦୂରେ ଥାଇ , ମନ ଗହନ କଥା, କେତେ ଦିନ ସାଇତି ରଖିବ ସନ୍ତକ ବାକ୍ସ ଆଉ ପାନ ପେଢ଼ି, ଖୋଲି ଦିଅ ପିଟରା, ସୁବାସିତ ପାନ ପତ୍ର ରେ ସିଞ୍ଚନ କର କିଛି ଗୋଲାପ ଜଳ, ଗୁଆ ଆଉ ଚୂନ, ତା ସହ କ୍ଷୀର ମିଶା ଗିଲାଖଇର , ଜଫ୍ରାନି ପତି ,ଅଳେଇଚ, ଲବଙ୍ଗ, ଦିଅ କିଛି କିସମିସ,, ନାଲି ଓଠ , ନାଲି ଜୀବହ୍ୱା ,ଖର ନିଶ୍ୱାସ ହୋଇ ଯିବନି ପ୍ରଶମିତ, ଜଳୁଥିବା ଅଗ୍ନିର ଦହନେ ତମ ଶରୀର , ପାନ ଖଣ୍ଡେ ତ , ନା ସୁନା,ରୂପ ଟଙ୍କା ,ଗହଣା, ଯେ ସରି ଯିବ , ରହି ଯିବନି ଭାବ ସାରା ଜୀବନ , ମନ ଆୟତ ଉପଶମ ଚିକିସ୍ତକ ଯେ ତୁମେ, ଖୋଲ ତୁମ ସଦା ବାହାର ପାନ ଥରେ ଦେଇ ତ ଦେଖ ମତେ ତମ ପୁରୁଣା ସନ୍ତକ ବାକ୍ସରେ ସାଇତା ଆଇମା ବୁଢ଼ୀଙ୍କ ""ପାନ ପେଢ଼ି "" ।
ରାମ ପ୍ରସାଦ ବିଶୋଇ । (କାଶ୍ୟପ) ତା-୦୪-୦୬-୧୬ ସକାଳ-୫-୫୫ ମି. ରାୟଗଡ଼ା ।Others
- ଅଧର ପଣା ୨Suresh chandra Padhy · 1 min read · 153 readsଅଧର ପଣା ୨Fantasy
- ହସ ତୋର ଲକ୍ଷେ ଟଙ୍କାBULU BEHERA · 1 min read · 191 readsହସ ତୋର ଲକ୍ଷେ ଟଙ୍କାRomance
- ଅନଲାଇନ ଆସରMahendra Kumar Swain · 1 min read · 330 readsଅନଲାଇନ ଆସରTragedy
- ଶସ୍ତା କବିତା - 15Pramod Kumar Jena · 1 min read · 1.3K readsକେତେ ରାଜନୀତି କରୁଥାଅ ପଢି
ଚାହା ପାନ ଚାଖି ଚାଖିComedy
Loading…