StoryMirror - Read, Write, Share & Repeat- ଶୀତର ଗୀତDmishra Sahityalaya · 1 min read · 3K readsଆଶ୍ୱିନର ଆଶ୍ୱାସନା ରେ ପବନ ଗାଇବ ଗୀତ
ପ୍ରକୃତି କୁତ୍ରିମତା ରେ ଆଛାଦିତ ଏଠି
ବନ-ପାହାଡ଼-ଲତା ଏଠି ନିଷ୍ପେସିତ, ନିର୍ଯ୍ୟାତିତ,Abstract
- ତୁମ ପ୍ରତି ମମNayak Akshaya raazhasti · 1 min read · 3K readsକରୁଚି ନିତି ମୁଁ ଉପାସନା
ହେ ମମ ମନ ଅଙ୍ଗନl
ଜୀବନ ଗ୍ରନ୍ଥ ର ତୁମେ ପୂର୍ବଭାଗ
କରିବି ମୁଁ କାବ୍ଯ ରଚRomance
- ତୁମେ ମୋ ପାହାନ୍ତିଆ
କୁଆଁତାର । Ram Prasad Bisoi · 1 min read · 6.9K readsତୁମେ ମୋ ପାହାନ୍ତିଆ କୁଆଁତାର ।
Others
- ତୁମେ ମୋ ପାହାନ୍ତିଆ
କୁଆଁତାରl । Ram Prasad Bisoi · 1 min read · 6.9K reads
ତୁମେ ମୋ ପାହାନ୍ତିଆ କୁଆଁତାରl ।
ତୁମବିନା ---------------------! ନା ମୁଁ ! ମୋ ବିନା ନା ତୁମେ । ତମ-------- ନିଶ୍ୱାସ ପ୍ରଶ୍ପାଶ ରେ ଯଦି ମୁଁ ! ଅଛି ତ ଅଛି, ତମ ସ୍ଵପ୍ଣର ଉଷ୍ମତାରେ ଯଦି ଅଛି ତ ମୁଁ ! ଅଛି , ତମ ଅସ୍ତିତ୍ଵ ରେ ଅଛି ମୋ ଅସ୍ତିତ୍ଵ, ତମକୁ ହରାଇବା ଅର୍ଥ ସବୁ ଶୂନ୍ୟ । (୧)
ତମ ବିନା----------- କାହାକୁ ଶୁଣିବି ,କାହାକୁ କହିବି, ତମ ବିନା ମୋ ପାଖେ ଅଛି , ଅବା କଣ ,? ଯାହାକୁ ନେଇ ବଞ୍ଚିବି ଯାହାକୁ ନେଇ ରହିବି ତମ ସହ କାଟିବା ଗୋଟିଏ ମୁହୂର୍ତ୍ତ ମୋ ପାଇଁ ରୂପେଲି ଜହ୍ନ ରାତି ମଧୁ ,ମକରନ୍ଦ ରାସ ରତ୍ତି । (୨)
ତୁମ ବିନା ---------------- ଜଳ ବିହୁନେ ମିନ ମୋ ଜୀବନ, ତମେ ମୋ ଚେହେରାର ଅସ୍ବସ୍ତି , ଆଉ ମୁଁ ତୁମ ହାତର ବିଛୁଡ଼ି ହୋଇ ପଡଯାଇି ଥିବା ଭାଗ୍ୟ, ତମେ ମୋ ଆତ୍ମା ତମକୁ ଛୁଇଁ ବଞ୍ଚି ଉଠିବି ମଶାଣିର ବନି ତୁଳସୀ ବନ ଯେତେବେଳେ ବି ମୁଁ ମୋ ନିଜ କୁ ଦେଖେ ମୋ ଭିତରେ ବି ତମେ ହୁଅ ପ୍ରତ୍ୟମାନ , ତମକୁ ନେଇ ଅଛି ମୁଁ ଏମିତି ଅଛି ,ଏମିତି ଅଛି ତ ଅଛି ତମ ବିନା ନା ମୁଁ ! ମୋ ବିନା ନା ତୁମେ ତୁମେ ମୋ ପାହାନ୍ତିଆ କୁଆଁତାରା । (୩)
ରାମ ପ୍ରସାଦ ବିଶୋଇ । (କାଶ୍ୟପ) ରାୟଗଡ଼ା । ରାତ୍ର-୧୨-୧୧ ମିନିଟ ତା-୩୧-୦୫-୧୬ ।
Others
- ବହୁରୂପୀ ମଣିଷDR PRASANTA KUMAR BISWAL · 1 min read · 301 readsମଣିଷ ଏଠି ଖୋଳପା ଛାଡିବାରେ
ଓସ୍ତାଦ ସେ, ସମ୍ପର୍କକୁ ଛାଡିବାରେ,
ଅତୀତକୁ ଭୁଲିଯାଏ
ପାହାନ୍ତିଆ ସପନ ପରି,
ଅର୍ଥଶୂନ୍ୟ ଅବା ପଦପଦବୀ ଗଲା ପରେ।Others