English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ପୁନେଇଁରାତି
455 poems
କହି ଦେଲେ କଥା ସରେ
Nayak Akshaya raazhasti · 1 min read · 152 reads
ତମର ଟିକିଏ ସ୍ପର୍ଶ ବୁଲାଇ ନେବ ପୁରା ବିଶ୍ଵ.. ଏଇ ଆଶା ର ମଞ୍ଜି ବୁଣି ଚାଲିଛି ଆଜିଯାଏଁ ଭାବନା ର ବିଲ ରେ... ହଁ ହଁ.. ମଝିରେ ମଝିରେ ଦି ଘଡି ଅନାଏ ବି.. ବେଶୀ ଭଲଲାଗେ ପୁନେଇଁ ରାତି..
Romance
ମନର ମାନସୀ
Kamal Kumar Dash · 1 min read · 362 reads
ସ୍ମୃତି କେବେ ଫେରେ ଅମାନିଆଁ ହୋଇ ସେଇ ଝଂକା ବାର ତଳେ ସ୍ମୃତି କେବେ ଫେରେ ସଜଳ ଆଖିରେ ..
Romance
ଜହ୍ନ
Pinku Ranbida · 1 min read · 180 reads
ହାତ ଯୋଡି ତତେ ନିବେଦନ କରୁଛୁ ଲୁଚିଯିବୁ ଜହ୍ନ ରାତିର ରାଣ ଦେଉଛୁ ସତରେ ଯଦି ତୁ ପ୍ରେମ କରିଥିବୁ ମୋ ପ୍ରଥମ ପ୍ରେମକୁ ସାକ୍ଷୀ ତୁ ରହିଥିବୁ
Romance
ଗହ୍ମା ପୁନେଇଁ
Tapan Kumar Biswal · 1 min read · 18 reads
ହଳଧର ବଳଭଦ୍ରଙ୍କର ଜନ୍ମ ସମସ୍ତ ଜାଣନ୍ତି ସେ ରକ୍ଷା ବନ୍ଧନ ରହେ ଭାଇ ବାଟ ଚାହିଁ ସେ ରାକ୍ଷୀ ବାନ୍ଧିବା ପାଇଁ ll
Inspirational
ପ୍ରିୟା
Santosh Kumar Ojha · 1 min read · 187 reads
ପ୍ରିୟା
Romance
ବୋଲି ହୁଁ ଟି
Ghanashyam Biswal · 1 min read · 350 reads
ଶରତେ କାଦୁଅ ଯାତରା ବୋଲି ହୁଁ ଟି ଫିକା ମନେ ରଙ୍ଗ ଭରେ ଲୋ ବୋଲି ହୁଁ ଟି ଖୁସିର ବାରତା ଦିଏ ଲୋ
Abstract
Loading…
Next page →