English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ପୂଣ୍ୟତୋୟା
9 poems
ବାରୁଣୀ ସ୍ନାନ
Chittaranjan Lenka · 1 min read · 6.9K reads
ତଥାପି ସେ ଗଙ୍ଗା ଚାହିଁ ରହିଥାଏ ବାରୁଣୀ ଯୋଗର ଦିନ କୋଟି କୋଟି ଭକ୍ତ ବୁଡ ପକାଇବେ ଧନ୍ୟ ହେବ ତା ଜୀବନ
Inspirational
ବନ୍ଧୁ ତୁମେ
Hasyamayee Raj · 1 min read · 177 reads
ତୁମେ ଥିଲେ ସୁଖର ରଙ୍ଗୀନ୍ ଛିଟାସବୁ ଝଟକୁଥାଏ ଖୁବ୍ ଦୂର
Others
ଚିନ୍ତ ଚିନ୍ତାମଣି ଙ୍କି'
Prafulla Chandra Mishra · 1 min read · 6.7K reads
ଭୈଗୋଳିକ ରେଖା ଦେଖ ସଂକୁଚିତ ହୁଏ ହୀନ ଆଉ ଅକର୍ମଣ୍ୟ ମଣିଷ ଗୁଡ଼ାଏ କୁହ ବନ୍ଧୁ କୁ଼ହ ସାଥି ବଞ୍ଚିବା ର ରାହ ଚିନ୍ତ ଚିନ୍ତାମଣି ସେହି ହେବେ....
Inspirational
ନାରୀ ତମେ ପୁଣ୍ୟତୋୟା
SARATA KUMAR DAS · 1 min read · 74 reads
ପୂର୍ଣ୍ଣିମାର ରାତି ଅନ୍ତ ହୁଏ ଯେବେ ମାଡି ଆସେ ଅମାରାତି ତୁମେ ସୀମନ୍ତିନୀ ରାଗର ରାଗିଣୀ ଢାଳିଦିଅ ମଧୁ ପ୍ରୀତି ।।
Others
ପୂଣ୍ୟତୋୟା
Hasyamayee Raj · 1 min read · 377 reads
ନାରୀର ବେଦନା ବୁଝିଲାଣି କିଏ ଏନ୍ତୁଡ଼ି ମଶାଣି ଯାଏ ଜୀବନଟା ତାର ତିଳ ତିଳ ଜାଳେ ଦୁଃଖ ଚାପି ହୃଦୟେ
Classics
ଜହ୍ନରେ ତୋତେ ପୁନେଇଁ ରାଣ
SARATA KUMAR DAS · 1 min read · 6.7K reads
କଦମ୍ବ ପତ୍ରେ ଶିଶିର ବିନ୍ଦୁ ତା ମଧ୍ୟେ ଖେଳେ ତା ରୂପ ବିନ୍ଦୁ ଢଳ ଢଳ ତା ରୂପ ମାଧୁରୀ ରବିର ତେଜେ ଝଟକୁ ଥାଏ ଝରଇ ସୁଖ ଶୀରି ।
Romance
Loading…
Next page →