StoryMirror - Read, Write, Share & Repeat- ମିଳିବ କି ନାହିଁଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 7K readsହେ କୋଟି ଧରାର ଏକାନ୍ତ ପ୍ରିୟତମ,
ଅଶାନ୍ତ ଏକ ପ୍ରାଣ ଚାହେଁ ଧରା କଣେ,
ମିଳିବେ କି ନାହିଁ ଶାଶ୍ୱତ ଦୁଇ ମନ-
ତୁମେ ଆଉ ମୁହିଁ,ସୃଜନ-କୁଞ୍ଜ ବନେ ?Classics
- ନବ ପ୍ରଣୟୀଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 6.6K readsବନ୍ଧୁ କେବଳ ତବ ଅଙ୍ଗୁଳି ପରଶିବି,
ପିଇବି ନୟନ ତବ ନୟନେ,
ଆଉ କିଛି ମାଗେ ନାହିଁ, ଆନ ତୃଷା ଜାଗେ ନାହିଁ
ଜୀବନର ଅଗଣିତ ଅୟନେ ।।Classics
- ଜୀବନ ଗୀତ (2)Punya Prava Devi · 1 min read · 252 readsବନର ବିହଗ ଗାଇ ଚାଲିଥିବ ଗୀତ,
ଆମ ପରି ଏକ ପ୍ରଣୟୀ ଯୁଗଳ ଦେଖିRomance
- ଉନ୍ମତ୍ତ ପ୍ରଣୟୀManoj kumar Maharana · 1 min read · 195 readsତ୍ୱଦୀୟ ଆସ୍ୟ,ପ୍ରଣୟ
କପୋଳ,କବରୀ,କଷାୟ
ସାହିତ୍ୟ ରାହିତ୍ୟ କାବ୍ୟ ।
ମୁଁ ବୋଲି ମହାକାବ୍ୟ
ଭୂ,ଗ୍ଲୌ,ଖ ରାଜ୍ୟେ ଭର୍ସିତ
କୁ ଛନ୍ଦେ ତ୍ଵଦୀୟ ।
ବିଗର୍ହଣ ଅବରୋଧେ
ଅଦୃଶ୍ୟ ହେଲ ଭୂ ମଧ୍ୟେ
ବଳୀ, ସୀତା ତୁଲ୍ୟ ।
ବାତ୍ମା ଦ୍ଵି ଶୋଣିତେ ସିକ୍ତ
ବପୁ,ହୃଦୟ କମ୍ପିତ
ଆତ୍ମା ମୋ ହୃଷିତ ।
ମୋ ସିକଥ ଆୟୁ କ୍ଷୀଣ
ତ୍ରାସେ ଆବୃତ ଆନନ
ତୁମ୍ଭ ପାଇଁ ପ୍ରାଣ ।
ତୁମ୍ଭେ ତୃଷ୍ଣୀମ୍ଭାବେ ରୁରୁ
କେଉଁ ଭେଲକିରେ ମାରୁ
ରେ ଶ୍ରେଷ୍ଠ ନାୟିକା ।
କାହା ଦୋଷରେ? ଆୟୁଷ
ଦୁହିଁଙ୍କ କ୍ଷପାରେ ଶେଷ
ମୁଁ ନା ହସ୍ତରେକା ।
ମୁଁ ମୋ ପ୍ରୀତି ବି ଉନ୍ମତ୍ତ
ବଦଳିଗଲା ମୋ କୃତ୍ୟ
ପର ନର କଥା ଶୁଣି ।Others
- ବର ବନିତାପ୍ରଶାନ୍ତ କୁମାର ବେହେରା · 1 min read · 357 readsତମ ପ୍ରେମ ମୋର
ଲେଖନୀର କାଳି
ତମ ପ୍ରେମ ମୋର କବିତା...Romance
- ସୂର୍ଯ୍ୟମୁଖି ଓ ରାଜନିଗନ୍ଧାପ୍ରଶାନ୍ତ କୁମାର ବେହେରା · 1 min read · 345 readsଉଷା ଆଗମନେ
ନିଶିଗଂଧା ଝୁରେ
ଚାନ୍ଦ୍ର ଚୁମ୍ୱନ ପାଇଁRomance
Loading…