StoryMirror - Read, Write, Share & Repeat- ମନୁଷ୍ୟଙ୍କୁ ଆସୁ ଦିବ୍ୟଜ୍ଞାନChittaranjan Nanda · 1 min read · 177 readsମନୁଷ୍ୟଙ୍କୁ ଆସୁ ଦିବ୍ୟଜ୍ଞାନAbstract
- ଆହ୍ୱାନSunanda Mohanty · 1 min read · 162 readsଗାଳ୍ପିକର ଅନ୍ତରାଳରେ
କାହାର ହେବି ମୁଁ ପ୍ରିୟପାତ୍ର
କବିତାର ମରୁଝରରେAbstract
- ଅନାବନା କବିତା - ୨୭Anil Kumar Parhi · 1 min read · 180 readsମୋ ପାଇଁ ପଦ୍ମପତ୍ର ଆଣ
ତହିଁରେ ଢଳଢଳ ହେଉଥିବ
ନିଦୁଆ କିରଣ
ଆଣ, ତୋଳିଧର
ମୁଁ ରଖିବି ପାଦ ମୋର!!
ସତରେ ଝିଅଙ୍କୁ ଗର୍ଭରୁ ଆଣିବା
କେଡେ କଷ୍ଟକର!Inspirational
- ପ୍ରେମPramod Kumar Jena · 1 min read · 991 readsପ୍ରେମ ହିଁ ଶାସ୍ୱତ ଏକ ଅମୃତର ଧାରା
ବିଦଗ୍ଧ ପ୍ରାଣର ବିନ୍ଦୁ ରଙ୍କୁଣୀ ପସରାRomance
- ପାଗଳର ପ୍ରଳାପ- ୪Ram Prasad Bisoi · 1 min read · 1.3K readsପାଗଳର ପ୍ରଳାପ- ୪Others
- ,ପାଗଳ ର ପ୍ରଳାପ-୪Ram Prasad Bisoi · 1 min read · 1.3K reads
,ପାଗଳ ର ପ୍ରଳାପ-୪
ଯାନ୍ତ୍ରିକ ମାନବର----------! ବିକାଶଧାରାର ଭାରି ଜ୍ୟାକବୁଟ ତଳେ କେତେଯେ ଜୀବନ ଦଲିଚକଟି ହେଇଯାଉଛି, ଲମ୍ବା ଓସିରିଆ ପିଚୁରାସ୍ତାରେ ବଡ଼ବଡ଼ିଆଙ୍କ ନିସ୍ୱତି ଆଉ ଚାଲିବନି ପାଦଚାଳିତ ରିକ୍ସା,ନିରୁଧିଷ୍ଠ ରିକ୍ସାଵାଲା ତା ସହ ବି ଥିବା ଟିକକ ମଣିଷପଣିଆ ଚାଲିଲା ମଦ, ଡିଜ଼େଲ, ଟଙ୍କା ଦାଦାଗିରିର ଯନ୍ତ୍ରମାନବ ଅଟୋ, ହଜାରେ ଅଟୋ ପରିଚୟ ପାତ୍ର ନାହିଁ, ଜିପିଏସ ନାହିଁ ଦି ଚାରିଟା ଅବଳା କନ୍ୟା ବଳତ୍କାର ହେଲେ ବୋଧେ ପ୍ରଶାସନର ଆଖି ଖୋଲିବ , ପାଗଲର ପ୍ରଳାପ ପ୍ରତିଧ୍ବନିଟିଏ ! କିଏ ? ଶୁଣିବ ,ଶୁଣୁଛି ଆମେ ଅଛେ ସାମାଜିକ ସାଧାରଣତନ୍ତ୍ର ଦେଶେ ଏ ସବୁ ପରା ବିକାଶର ଧାରା ଅମା ନିତି ଯେ ମାରେ କପିଳା କୁ ମାର ତାକୁ ହେଇଛି ପରା ପେଟ କାମୁଡା ରୋଗ ।
ରାମ ପ୍ରସାଦ ବିଶୋଇ (କାଶ୍ୟପ) ରାୟଗଡ଼ା । ତା-୧୫-୦୫-୧୬ ସମୟ- ସକାଳ-୯-୪୫ ମିନିଟ ।
Others
Loading…