StoryMirror - Read, Write, Share & Repeat- ମୋହିନୀ ଅଟେ ମୋ ନାଆଁବି. ନିରୁପମା · 1 min read · 252 readsମୁଁ ଚିର କିଶୋରୀ, ନ ଯିବ ପାସୋରି
ମୁଖ ମୋ ପୂର୍ଣ୍ଣିମା ଇନ୍ଦୁ ,
ଦେବତା,ଦାନବ ଯେ ମନ ତୋଷିବ
ସେଇ ହେବ ପ୍ରାଣବନ୍ଧୁ ।Abstract
- ପ୍ରେମୋଦୟ ଚମ୍ପୁ (ଶ)ଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 145 readsସହିରେ ତୁ ଦୟାବତୀ, - ବୋଲାଇ ନିଷ୍ଠୁର ଅତି -
ହେବାର ଆଜ ଗୋ ଘେନ ତୋତେ ଯେ ନ ମାନେ (4)
ସହରସେ ରାଜଇନ୍ଦୁ ଭଣଇ ସେ ପ୍ରାଣବନ୍ଧୁ
କର କରୁଣାକୁ ଦିବ୍ୟ ଅବଧାନେ (5)Classics
- ଚଉପଦୀ (14)ଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 144 readsବାସ ପ୍ରତି ଅଙ୍ଗୁ ଖସିଯାଉ, ଦୁଇ କଳେବର ମିଶିଯାଉ,
ଝଲକି ଅଧରୁ ହାସ ଦିଶିଯାଉ, ଜଘନାଦି ଅଙ୍ଗ ଥରିଯାଉ,Classics
- ଝୁରି ହେଲି ତୁମ ପାଇଁବି. ନିରୁପମା · 1 min read · 7K readsଖାଆଁ ,ଖାଁ ଲାଗିଲା ଯମୁନାର ତଟ
କୁଞ୍ଜବନ ଶିରିହୀନ ,
କୋଟି ଯୁଗପ୍ରାୟ ମନେହେଲା ପରା
ମୋତେ ସାରା ରାତି ଦିନ ।।Tragedy
- ଦୀନବାନ୍ଧବ ଜଗଦୀଶ୍ବରPRANATI MAHAPATRA · 1 min read · 186 readsଜୀବନ ନଦୀରେ ଉଜାଣି ବହୁଛି
ପାଏ ନାହିଁ ଥଳକୂଳ,
ଆହେ ବିମ୍ବାଧର ନ ରହି ମଉନ
ମନେ ଦିଅ ମୋର ବଳ।Tragedy