StoryMirror - Read, Write, Share & Repeat- "ଦେଖ ଧରଣୀ ହସୁଛି"Ajay kumar Behera · 1 min read · 106 readsଦୁଇଟି ହୃଦୟ ସତେ
ଗୋଟିଏ ଡ଼ରେ ବନ୍ଧା ହୁଏ
ଯୁଗ ଯୁଗ ପାଇଁ ପୁଣି
ପ୍ରେମ ବନ୍ଧନ ବନ୍ଧା ଯାଏAbstract
- ତୁମ ପାଇଁChinmaya Nayak · 1 min read · 437 readsଉଦାସୀନ ପ୍ରାଣେ ଜାଗିଲା ସତେକି
ନବ ଜୀବନର ସ୍ୱରRomance
- କସ୍ତୁରୀ-ମୃଗRajabala Tripathy · 1 min read · 6.6K readsହଠାତ ଶୁଣିଲି ତୁମ
ପ୍ରେମମୟ ସୁମଧୁର ସ୍ଵନ
ଆଲୋଡିତ ହେଲି ମୁହିଁ
ମୁଗ୍ଧ ହେଲା ତନୁ ମନ ପ୍ରାଣ।।Others
- ପ୍ରେମର ପରୀକ୍ଷାSusanta kumar Das · 1 min read · 7.3K readsଫୁଲ ବଗିଚାରେ ସ୍ମୃତି ଫୁଲଟିକୁ
କରିଛି ମୋ ପ୍ରେମ ଅପେକ୍ଷା ।
ଭଲପାଏ ବୋଲି କହିବାକୁ ହେଲେ
ନେଉଛ କି ମୋ ପ୍ରେମ..Romance
- ସୌନ୍ଦର୍ଯ୍ୟNiranjan Sahu · 1 min read · 208 readsକେଶ ତୋହର ପଳାଶ ଫୁଲ ଲୋ
ମୁହଁ ତୋର ସୂର୍ଯ୍ୟମୁଖୀ
ଦନ୍ତମୟ ତୋର ଚିକିମିକି କରେRomance
- ବ୍ରହ୍ମମୟ ! ପ୍ରେମମୟ ! ଜୀବନ ।
(ସନେଟ )Ram Prasad Bisoi · 1 min read · 6.7K readsବ୍ରହ୍ମମୟ ! ପ୍ରେମମୟ ! ଜୀବନ ।
(ସନେଟ )
ପ୍ରେମ; ମାନସ କଳ୍ପ ! ଦୁଇଟି ହୃଦୟର ମାନସିକ ସମ୍ପର୍କର ସେତୁ ! ହେତୁ ! ଅଭିଧାନ ପରିଭାଷା ଅଢ଼େଇ ଅକ୍ଷର-ପ୍ରେମ ! (୧)
ବାଛଲ୍ୟତା; ଶିଶୁଟି ପ୍ରତି ମାଆର ସମ୍ପର୍କ ମମତା , ନୁହେଁ କେବେଳ ରକ୍ତ, ମାଂସ ,ବୀଜ,ଯୋନିର, ସୃଷ୍ଠି ସର୍ଜନାର ଶ୍ରେଷ୍ଟ ଅନାବିଳ ଚିର ସ୍ରୋତିନି ନିଃସର୍ତ୍ତ ପ୍ରେମ । (୨)
ବନ୍ଧୁତା ; ପ୍ରଭାହମାନ ଦୁଇଟି ମନ ଜଣେ ଆର ଜଣକ ସହ ବାଣ୍ଟି ପାରୁଥିବା ସବୁ କିଛି ଯାହାପାଖରେ ଯାହା ଅଛି ବାନ୍ଧବ୍ୟ ପ୍ରେମ । (୩)
କାମନା;
ବସ୍ତୁଭିତ୍ତିକ ଦୈହିକ ଇଛା ଗୁଡିକର ସମାହାର ଲକ୍ଷ୍ୟରେ ରୂପାନ୍ତରିତହୋଇ କର୍ମ ପ୍ରେରିତ ହୁଏ କର୍ମମୟ ପ୍ରେମ । (୪)
ଭକ୍ତି; ସମର୍ପଣ ଭାବ କର୍ମ, କର୍ମ ସହ ଭକ୍ତି ଜଡ଼ିତ ହୋଇ ମୋକ୍ଷ ଅନୁପ୍ରାଣିତ ପଥ ସର୍ବମ ବ୍ରହ୍ମମୟ ସତ୍ୟମୟ ପ୍ରେମ, (୫)
ପ୍ରେମ ଈଶ୍ୱର ,ପ୍ରେମ ଜୀବନ ଜୀବନ ଆରମ୍ବ ପ୍ରେମ, ଜୀବନ ଲକ୍ଷ୍ୟ ,ପ୍ରେମ ଅନ୍ୱେଷଣ ଜୀବନର ପୂର୍ଣତା ପ୍ରେମମୟ କର୍ମ ଜୀବନର ଦିବ୍ୟଅନୁଭୂତି ଦିବ୍ୟପ୍ରେମ ତଥା ବ୍ରହ୍ମମୟ ପ୍ରେମମୟ ଜୀବନ ।(୬)
ରାମ ପ୍ରସାଦ ବିଶୋଇ, ରଜ ସଂକ୍ରାନ୍ତି, ଆମଖଟି ସ୍ଵନକ୍ଷତ୍ର ଦିବସ, ତା-୧୪-୦୬-୧୬ ରାମଗୁଣ୍ଡାହଲ୍ଲୀ ବାଙ୍ଗାଲୋର ।Others
Loading…