English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବଞ୍ଚିଛି
6 poems
ସ୍ମୃତି ତୁମେ
indira Satpathy padhi · 1 min read · 250 reads
ସ୍ମୃତି, ତୁମେ ଜାଣିଛ? ଜୀବନ ଜୁଇ ରେ ପ୍ରତିଥର ଜଳେ ମୋ ଅନୁତପ୍ତ ଅମାନିଆ ମନ, ତଥାପି, ମୁଁ ବଞ୍ଚିଛି ତୁମ ସହ ଝୁରି ଆଉ ଝରେଇ ଝାଞ୍ଜି ଲୁହ ।
Fantasy
ଶେଷ ଇଚ୍ଛା
Dr. Diptiranjan Behera · 1 min read · 7K reads
ଅଶ୍ରୁଭରା ନୟନ ତୋହର ଚୁମିଦେଇ ମଥା ଟିକେ ଚାଲିଯିବି ସତେ ବହୁଦୂର, ଶେଷ ଇଚ୍ଛା ଏତିକି ମୋହର ||
Others
ହଁ ମୁଁ ବଞ୍ଚିଛି
Bikesh Sahu · 1 min read · 6.8K reads
ଅଦିନିଆ ଶ୍ରବଣର ପ୍ରତି ଟୋପା ଅଶ୍ରୁ କୁ ପିଇଯାଇ ଅତୀତର କୋଉ ଅନ୍ଧାରି ଇଲାକାରେ
Tragedy
ହେ ବନ୍ଧୁ !
Abhakanta None · 1 min read · 6.8K reads
ସାଉଁଟି ଚାଲିଛି ଏଇ ମୋହ ଆଉ ଚାଲୁଥିବି ଦିନ ରାତି ତୁମ ଦାନ ହେଉ ମୋ ଜୀବନ ଶାନ୍ତି ଯଜ୍ଞରେ ପୂର୍ଣ୍ଣାହୁତି
Inspirational
ଏଠି କଣ ଚାଲିଛି ?
Aniruddha Samantara · 1 min read · 6.5K reads
ବଞ୍ଚିଛି ବୋଲି ମରିବାକୁ ପଡୁଛି ନା ମରିବି ଜାଣି ବଞ୍ଚିବାକୁ ପଡୁଛି? ପେଟ ପାଇଁ ନାଟ କରିବାକୁ ପଡୁଛି ନା ନାଟ ପାଇଁ ପେଟ ଭରିବାକୁ ପଡୁଛି?
Inspirational
ମୋ ଭାବନା
sarita sahoo · 1 min read · 350 reads
ମୁଁ କ'ଣ ଏପରି ଏକ ଝିଅ ନା ମୋର ଖୁସି ଅଛି ,
Inspirational