StoryMirror - Read, Write, Share & Repeat- ବଞ୍ଚିବାର ଅବଲମ୍ବନ !Ram Prasad Bisoi · 1 min read · 1.3K readsବଞ୍ଚିବାର ଅବଲମ୍ବନ !
ପ୍ରଯାୟ, କ୍ରମରେ ଚାଲୁଥିବା ପ୍ରକ୍ରିୟାର ସୋପାନ, ଗତିର ଧାରା , କିଛି ଆପଣା କିଛି ପର ପର ହୋଇ ବି ଆପଣାଠୁ ଅଧିକା ସଦ୍ୟ ଘଟି ଯାଇଥିବା ଘଟଣାବଳୀ କିଛି ଅନୁଭୂତି, କିଛି ସ୍ମୃତିର ଆଲେଖ୍ୟ କିଛି ମିଠା କିଛି ଖଟା କିଛି ପାଇବା କିଛି ହାରିବା ଗୋଟିଏ ପରେ ଆଉ ଗୋଟିଏ ଆସୁଥିବା ସମୟର ଲହଡ଼ି । ଅନୁଭୂତି; କିଛି ଘଟଣାବଳୀ ର ନିଷ୍କର୍ଷ, ଭଲ ଆଉ ମନ୍ଦ ଉଭୟର ଅନୁଭବ, ସ୍ମୃତିରେ ରହି ଯାଆନ୍ତି କିଛି, ଅନ୍ତିମ ପ୍ରଯାୟ ପର୍ଯ୍ୟନ୍ତ ଭୁଲି ବି ଭୁଲି ହୁଏନି ରହିଯାଇ ଥାଏ ଟିକିକ ଆଶା କାଳେ ମିଳିଯିବ ହଜିବା କାଲି । ପ୍ରତିକ୍ଷା; ମଉଳି ଯାଇଥିବା ଗତକାଲି ଆସନ୍ତାକାଲି ର ଆଶା ବାଧ୍ୟ କରେ କରିବାକୁ ପ୍ରତିକ୍ଷା, ମନ କହେ ପାଇବ, ବିବେକ କହେ , ଅସମ୍ବବ ! ତଥାପି, ଜୀବନ କହେ ! କର ପ୍ରତିକ୍ଷା , ବାକି ରହି ଯାଏ , ଖାଲି, ବଞ୍ଚିବାର ଅବଲମ୍ବନ ।
ରାମ ପ୍ରସାଦ ବିଶୋଇ , (କାଶ୍ୟପ) ରାୟଗଡ଼ା । ତା-୨୨-୦୬-୧୬ ସମୟ-ରାତ୍ର-୧୧-୦୭ ମି ।Others
- ଦୁଃଖର ନାନା ବାୟା ଗୀତRanjan Kumar Mishra · 1 min read · 131 readsସବୁଠି ବାଘ ର ହେଣ୍ଟାଳ
ନାରୀ ଟିଏ ବଞ୍ଚିବ କେମିତି
ଜୀବନ ଟା ବଇଶାଖୀ ଝଡ଼
ଚାରିଆଡେ ଅମାବାସ୍ୟା ରାତTragedy
- ଅଲିସାTrushna Das · 1 min read · 30 readsଅଲିସା
ଅବୁଝା ଝିଅଟିଏ
ହସରେ ଝରାଉ ଥାଏ ମୁକ୍ତା ସିଏ।Abstract
- ବଞ୍ଚିବାର ବାହାନାRanita Swain · 1 min read · 1.1K readsମୁଁ ଦୋଷ ଦେଉ ଥିବି
ତୁମେ ହସି ହସି ସ୍ବୀକାର କରୁଥିବ....Romance
- ଜୀବନ ଯାତ୍ରା ଏGangotri Priyadarshini · 1 min read · 141 readsନିରବଚ୍ଛିନ୍ନ ,ଭୁଲି ସଂଘର୍ଷର ସୂତ୍ରପାତ
ବଢ଼ିବାକୁ ହେବ ଆଗକୁ ଆହୁରି ଆଗକୁ
ଗଢ଼ିବାକୁ ହେବ ଭିନ୍ନ ଏAbstract
- ଅପେକ୍ଷାTejaswini Samal · 1 min read · 23.4K readsଆଜି ବି ଦାଉ ଦାଉ ହୋଇ ଝଟକୁଛି
ଶ୍ରୀମନ୍ତିନି ମଥାର ସିନ୍ଦୁର ପରି
ରକ୍ତ ଗୋଲାପ ପରି ସତେଜ ଅଛି...Tragedy
Loading…