English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବଡଦେଉଳ
70 poems
ଏତିକି ମୋହର ଅଳି
Pramod Kumar Jena · 1 min read · 134 reads
ଗଡି ଯାଉଥାଏ ବାଇଶି ପାହାଚେ ଲାଗୁ ଭକତଙ୍କ ଧୂଳି ଧନ୍ୟ ହେଉ ମୋର ମାନବ ଜୀବନ ଏତିକି ମୋହର ଅଳି
Others
ଚାରି ଦ୍ୱାର
Kalandi pal · 1 min read · 105 reads
ପୂରୁବ ଦୁଆର ତୋ ସିଂହ ଦୁଆର ଧର୍ମ ଦ୍ୱାର ସିନା ସେହି, କାଶୀ ବିଶ୍ୱନାଥ ଧ୍ୟାୟନ୍ତୀ ତୋ ପାଦ ବାଇଶି ପାହାଚେ ରହି, ଦକ୍ଷିଣରେ ଜଗେ ହନୁମାନ ବୀର ସେହି କାମନା ଦୁଆର,
Classics
ଶ୍ରୀ ଜଗନ୍ନାଥ ଭଜନ
Iswara Chandra Sahu · 1 min read · 13 reads
ବଡ ଦେଉଳେ ବସିଛ ଭକ୍ତଙ୍କ ଡାକ ଶୁଣୁଛ ପତିତପାବନ ନାମେ ଉଡ଼ାଉଛ କେତନ
Children
ମୋ ଘର
Nityananda Behera · 1 min read · 320 reads
ଲୋଡ଼ା ନାହିଁ ମୋର ସେ ରାଜ ନଅର ଯାହା ଖାଲି ଲୌହ ବାଲି ପଥରେ ଗଢ଼ା ମୋ ପାଇଁ ସରଗ ଏ ମୋର ଛୋଟ କୁଡିଆ
Others
କି ଲାଭ ପାରିବି ପାଇ
Prasanna Kumar Madala · 1 min read · 269 reads
କେଡ଼େ ଅଲାଜୁକ ହେଲ କଳାମୁଖ ଶ୍ରୀମତୀ-ମନ୍ଦିରେ ଥାଇ ତାଙ୍କୁ ରଖି ଦୂରେ ସଙ୍ଗତେ ସେ' ପୁରେ ରଖିଛ ଭଉଣୀ ଭାଇ
Inspirational
ବାହୁଡାରେ ମତେ ନିଅ ବାହୁଡେଇ..!!
Bindu Nibedita · 1 min read · 7.1K reads
ଜିଉଁଛି ଦଣ୍ଡେ କାଟୁଛି ଦିନ.. ଯେବେଠୁ ଜୀବନ ମୋଡିଛି ମୁହଁ । ମରଣ ର ଅତି ସମୀପେ ଥିଲେବି.. ସ୍ୱୀକାର କରୁନି... କି କରିବି କୁହ ।
Tragedy
Loading…
Next page →