English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବଡ଼ଠାକୁର
337 poems
ଗୁହାରି ଶୁଣିବା ହେଉ
Durgaprasad panda · 1 min read · 107 reads
ଆହେ ଦାରୁ ମୂରତି ଦାରୁ କି ହୋଇଲ ଆର୍ତ୍ତ ଶୁଭୁନି ସତେ ବଧିର ପାଲଟିଲ ଗୁହାରି ଶୁଣିମା ହେଉ ବଡ଼ ଠାକୁର
Inspirational
ବଡ ଠାକୁରଙ୍କୁ ନିମନ୍ତ୍ରଣ
Prakash Sahoo · 2 min read · 6.6K reads
ଗୁଆ ଟେ ଦେଇ ଡାକିବି କି ଫୁଲ ଟିଏ ଦେଇ ଡାକିବି ନଡ଼ିଆ ଟେ ଦେଇ ଡାକିବି ଅବା ଭଜନ ର ସ୍ୱର ରେ ଡାକିବି।
Inspirational
ବଡ଼ ଠାକୁର
କୋମଲକ୍ରିଷ୍ଣା ଅଶୋକ · 1 min read · 313 reads
ପତିତ ପାବନ ଉଡାଇ ତ ଅଛ ପତିତ ଉଧାର ପାଇଁ , ନାହିଁ ଏଜଗତେ,ନାହାନ୍ତି ବ୍ରହ୍ମାଣ୍ଡେ ତୁମ ପରି ଆଉ କେହି ।
Others
ଆକୁଳ ନିବେଦନ
Prafulla Chandra Mishra · 1 min read · 267 reads
କେହି ନୁହଁଇ କାହାର ତଥାପି ତ ମୋର ମୋର ଦିନ,ରାତି ସ୍ଵର୍ଥ ଚିନ୍ତା , ବଂଚି ବି ଜଳଇ ଚିତା ଦହି ଦେଉଛି , ବୟସ ମୋ ସରିଯାଉଛି ।।
Others
ଜୟ ଜଗନ୍ନାଥ
Sanuja Meghamala · 1 min read · 606 reads
ତୁମେ ଜଗନ୍ନାଥ ଅନାଥର ନାଥ କାଳିଆ ସାଆନ୍ତ ପରା ଭବ ପାରା ବାରେ ଜଣେ ତ ନାଉରୀ ପଥିକ ମୁଁ ପଥହରା ।।
Others
ବଡ଼ ଠାକୁର ହେ
Ajit Kumar Raut · 1 min read · 146 reads
ଜୀବନରେ ମୋର ଜ୍ଞାନ ଭରି ଦିଅ ସତ୍ୟପଥେ ନିଅ ମତେ, କର୍ମପଥ ହେଉ ନିଃସ୍ୱାର୍ଥେ ଜଡ଼ିତ ଧର୍ମପଥେ ନିଅ ମତେ।୨।
Inspirational
Loading…
Next page →