Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବିରାମ
14 poems
ଦାମୀ ପିଲା ସୁଦାମ
Amaresh Kumar Hanuman · 1 min read · 130 reads
ପ୍ରେମ ପାଠରେ ସେ ଗଜ, ଏ ତୋର ବଡ ଭରମ; କିଏ ଲଗେଇବ ତା'ର, କଟା ଘା' ରେ ମଲମ; ହୃଦ ଦରଜରେ କିଏ, ଦେବ ଯେ ଶେକ ଗରମ; ଦେହ ଯେତିକି ଶକତ, ମନ ସେତିକି ନରମ;
Romance
କେବେ କେହି ତ କହିବ
Baman Chandra Dixit · 1 min read · 512 reads
କେବେ କେହି ତ କହିବ
Classics
ବାହୁନି କାନ୍ଦିବି ନାହିଁ
Prasanna Kumar Madala · 1 min read · 352 reads
କିଏ ଜାଣେ କେବେ ଚାଲିଯିବ ଯଦି ଅଧାବାଟେ ହାତ ଛାଡି ଟିଆ ପକ୍ଷୀ ତୁଲ ନିଃସଙ୍ଗ ଜୀବନେ ପାସୋରିବି ଘର
Tragedy
ତପ୍ତପାଣି
Prasanna Kumar Madala · 1 min read · 6.4K reads
ଆଜି ସେଠାବେ ପହଞ୍ଚି ଭାବେ ଝୁରଇ କେତେ ପୁଣି ଏତେ ବି ବୁଲି ପାରୁନି ଭୁଲି ହେଉଛି ଖାଲି ଗୁଣି ।
Others
ସଂଘର୍ଷ
Prafulla Chandra Mishra · 1 min read · 351 reads
ବଞ୍ଚିବାର ରାହା ଖୋଜେ ଖୋଜେ କିଏ ଚାଲିବାକୁ ରାସ୍ତା ସଂଘର୍ଷ କରି ଚାଲଇ କଣ୍ଟକିତ ପଥେ ରକ୍ତକୁ ପାଣିକରେ; ତଥାପି ମିଳେନି ପେଟକୁ ଦିଓଳି ଦିମୁଠା ।।
Others
ବିରାମ
Sagarika Mohanty · 1 min read · 257 reads
ସବୁ ଯାଉ, ସରି ଯାଉ, ହେଲେ ନିଜେ ନିଜ ବନ୍ଦୀଶାଳାରେ ଆଉଥରେ ହଜିଯିବା ଆଗରୁ , ସଳଖି ନିଅ ନିଜ ଆରମ୍ଭକୁ ।
Thriller
Loading…
Next page →