Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବିୟୋଗ
8 poems
ଆପଣାର ଗଲେ ଚାଲି
Sudhir Kumar Panda · 1 min read · 330 reads
ନିୟତିର ଖେଳ ଅତି କ୍ରୂର କାଳ ବାପା ମୋ ଛଡାଇ ନେଲା ଅବେଳରେ ମୋତେ ବେସହାରା କରି ବଡ ଦୁଃଖ ମୋତେ ଦେଲା
Abstract
ଜୀବନ
Jeenashree Routray · 1 min read · 133 reads
ଜୀବନ ତା ଏକ ପାଣିଫୋଟୋକା କେତେବେଳେ ଫୁସ ହୋଇଯିବ ଚାହିଁ ରହିଥିବେ ସଭିଏଁ ତlଟକl
Children Stories
ଶ୍ରୀକ୍ଷେତ୍ରେ କଳ୍ପବଟ
Maitreyee Kamila · 1 min read · 327 reads
ପାଣ୍ଡଵଙ୍କ ଦ୍ଵାରା ଦ୍ଵାରିକାରୁ ଶ୍ରୀକ୍ଷେତ୍ରେ କଳ୍ପବଟ ପ୍ରତିଷ୍ଠିତ କୃଷ୍ଣଙ୍କ ବିୟୋଗ ସହିନପାରିଣ କଲେ କଳ୍ପବାସ ସେ ଯେ ପୁରାଣ ବର୍ଣ୍ଣିତ
Inspirational
ଜହ୍ନ ଆଖିରେ ଲୁହ
Reeta aparajeeta Mohanty · 1 min read · 210 reads
ସବୁବେଳେ ହସୁଥିବା ଜହ୍ନ କାହା ବିୟୋଗରେ ଉଦାସ କିଏ ତାକୁ ଦୁଃଖ ଦେଲା ଏଇ ସେଦିନ ତ ଜହ୍ନ ହସୁଥିଲା ଆଜି କଣ ହେଇଛି ତାକୁ ..?
Tragedy
ସମୟର ଚକ୍ର ଅତି ଭୟଙ୍କର
Ajit Kumar Raut · 1 min read · 129 reads
ସମୟର ଚକ୍ର ଅତି ହିଁ ପ୍ରଚଣ୍ଡ ଅଦୃଶ୍ୟ ରୋଗର ଚିନ୍ତା, ସଙ୍ଗକୁ ହୋଇଲା ଭଉଣୀ ବିୟୋଗ ଅସ୍ଥିର କରୁଛି ଚିନ୍ତା
Tragedy
ଶ୍ରୀରାମ
SUKANTA KHANDA · 1 min read · 122 reads
ମନ ହୃଦୟରେ ବସା ବାନ୍ଧିଗଲା ଭାବନା କାହିଁରେ କେତେ ଅପୁତ୍ରିକ ମୁହିଁ ପୁତ୍ରର ବିୟୋଗେ ମରିବି କେମିତି ସତେ?
Others
Loading…
Next page →