Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବୁକୁଫଟା
5 poems
ଯବନିକା
Naba Kumar Das · 1 min read · 355 reads
ଏଠି ଯବନିକା ପଡ଼ିଯାଏ ବିକଳାଙ୍ଗ ର ନିଃସହାୟ ଆଖି ଠାରରେ ଅଶ୍ରୁଳ ନୟନ ର କ୍ରନ୍ଦନ କିରତୀ ଆଉ କିଛି ବୁକୁଫଟା ଚିତ୍କାର ପାଇଁ ବିରାଟ ପାହାଡ଼ ଚଢ଼ିବାର ଆଶା ମରିଯାଏ
Inspirational
ଫଟା ପଣତ
Rohit Majhi · 1 min read · 273 reads
ଆତଙ୍କୀ ନିଶାଣେ ରକ୍ତ ରଞ୍ଜିତ ହୃଦ ବିଦାରଇ ଯେହୁଁ ପ୍ରକମ୍ପିତ ହସ୍ତେ,ପାଷାଣ ହୃଦୟେ ଆଖିରୁ ଝରୁଛି ଲହୁ ।
Tragedy
ବୁକୁଫଟା ମୋର ଗୀତ
Prafulla Chandra Mishra · 1 min read · 245 reads
ଅଦିନ ବଉଦ ଘୋଟି ଚଉଦିଗ ଦିଶେ ଖାଲି ଅନ୍ଧତ୍କାର ଏ ଘନ ଅନ୍ଧାରେ ତୁମେ ଆଶା ଜ୍ଵୋତି ଦୁଃଖୀ ଜୀବନ ରେ ମୋର ପଥେ ନହୋଇ ପଥର
Tragedy
ସେ କିଏ
Dr Simant Kumar Nanda · 1 min read · 111 reads
ଅପୁତ୍ରିକ ଲାଞ୍ଛନାର ଗଞ୍ଜଣା କୋହ ଭରା ହୃଦୟାର୍ଦ୍ର ବୁକୁଫଟା ଆବେଗ ଅପତ୍ୟ -ମମତାକୁ ପ୍ରକ୍ଷାଳନ କରି ଆବୋରି ଥିଲା ସେ ସେ କିଏ?
Others
ଅପରାଧ
Sudhashree Bhattamisra · 1 min read · 357 reads
ଜୀବନ ପ୍ରକୃତିର କାହିଁକି ଯେ ଆକୁଳ କ୍ରନ୍ଦନ ବୁକୁଫଟା ଚିତ୍କାର କାହିଁକି ଯେ ଝଡ ଉଠେ ବଜ୍ର ଆସେ ବିନା ମେଘରେ
Others