English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଭକ୍ତିପୁଷ୍ପ
408 poems
ମା ପରି ଆଉ କିଏ ସେ ହେବ
SARATA KUMAR DAS · 1 min read · 389 reads
ସଂସାରର ବୋଝ କାନ୍ଧକୁ ନେବ ଅତି ଯତନରେ ଘର ଗଢିବ ମାଆ ପରି ଆଉ କିଏ ସେ ହେବ
Others
ଭକ୍ତି ପୁଷ୍ପ-୨
Santosh Kumar Ojha · 1 min read · 200 reads
କାହିଁରେ ଲାଗେନି ମନ କାହ୍ନୁ ମୋ ଜୀବନ ଧନ ତା ସାଥିରେ ଭାବ ମୋର ଭକ୍ତ ଆଉ ଭଗବାନ ।
Others
ଭକ୍ତି ପୁଷ୍ପ-୪
Santosh Kumar Ojha · 1 min read · 163 reads
ଛାତି ତଳେ ମୋର ଢିଙ୍କିର ପ୍ରହାର ନିଃଶ୍ୱାସ ବି ଥିଲା ପ୍ରଖର ଚନ୍ଦ୍ରସେଣା କେବେ ଉଠି ଯିବେ ଭାବେ ଭୟରେ ମୋ ମନ ଅସ୍ଥିର ।
Others
ଭକ୍ତି ପୁଷ୍ପ
Santosh Kumar Ojha · 1 min read · 174 reads
ପାଦ ଧୁଆ ପାଣି ନେଇ ପଡ଼ିବି ନିଜେ ଗାଧୋଇ ଜନ୍ମ ଜନ୍ମ ପାପ ମୋର ନିମିଷକେ ଯିବ ଧୋଇ ।
Others
ଭକ୍ତି ପୁଷ୍ପ-୫
Santosh Kumar Ojha · 1 min read · 181 reads
ଶାଶୁର ଗଞ୍ଜଣା ସ୍ୱାମୀ କଟକଣା ନଥିବ ନଣନ୍ଦେ ରୁଷା ରୁଷି ସଖିଙ୍କ ମେଳରେ ପୀରତି ଖେଳରେ ହଜି ଯିବେ ପ୍ରେମେ ହସି ହସି ।
Others
ବରଷା ପାଇଁ
kamal kumar dash · 1 min read · 106 reads
ବରଷା ପାଇଁ
Romance
Loading…
Next page →