StoryMirror - Read, Write, Share & Repeat- ଶୂନ୍ୟତାର ଚାରିକାନ୍ଥShanti Mishra · 1 min read · 272 readsସେଦିନ ତୁମେ ଥିଲ, ମୁଁ ଥିଲି, ଆଉ ଏ ସାରା ସହର ନିଦେ ଶୋଇ ଯାଉଥିଲା,
ତୁମେ ଗପୁଥିଲ ଅନାବନା ତୁମ ଖିଆଲି ଭାବନାକୁ ଯୋଡି ଯାଡି, ମୁଁ ଶୁଣି ଯାଉଥିଲି lRomance
ସାବିତ୍ରୀ
ସାବିତ୍ରୀAmarendra Chaudhuri Ojha · 1 min read · 13.6K readsସ୍ନେହ, ପ୍ରେମ, ଭଲ ପାଇବାର ଏକ ପ୍ରତିବିମ୍ବComedy- ଜନ୍ମ ଜନ୍ମ ସାଥୀGoutam Mohanty · 1 min read · 269 readsଯେଉଁ ଆଡେ ମୁଁ ଯେ ଅନେଇ ଚାହୁଁଛି
ଆଭାସ ପାଏ ତୁମର।।Romance
- ବିଶ୍ୱାସରେ ଦେଲ ଧୋକାGoutam Mohanty · 1 min read · 240 readsକଚାଡି ପଡ଼ିଲା ଧରିତ୍ରୀ ଭୂଇଁରେ
ବିଶ୍ବାସୀ କରିଲା ଛଳ,Romance
- ପାଇବାର ଅନ୍ୟ ନାମ ଯେ ରାଧା ।Ram Prasad Bisoi · 1 min read · 7.2K readsପାଇବାର ଅନ୍ୟ ନାମ ଯେ ରାଧା ।
ତମେ ଅଛ କି ? ନାହିଁ , ଜାଣେନା ମୁଁ ! ପ୍ରତି ସକାଳୁ ଶୁଣେ ! ତମ ରାଗ ରାବଳି ଦେଖିନି କି ଶୁଣିନି ଜାଣିଛି କିନ୍ତୁ ଅପରିଚିତା , ଲେଖେ ନିତି ସକାଳୁ ଗୋଟିଏ କବିତା , କେବେ ଆସ କେବେ ନ ଆସ ଆସିଲେ କିନ୍ତୁ କହ ମୁଁ ଏକା ତମର , ଶୁଣୁଛ ତ ! ମୋ ମନ ବଂଶୀ ସ୍ୱର , ପଢି ପାରୁଛ କି ? ମୋ ଆବେଗ , ଯମୁନା କାନ୍ଦୁଛି , କାନ୍ଦୁଛି କଦମ୍ବ ମୁଳ, ରଜସ୍ୱଳା ମାଟି କେବେଠୁ ହରାଇଲାଣି ତା ଅଦ୍ରତା , ଚଉଥିରାତିରେ ବର କିଏ ? ପଚାରୁଛି ପରିନିତା , କିଏ ? ପର କିଏ ? ଆପଣାର ଅନ୍ଧ ପଟ୍ତଳି ବାନ୍ଧି ବସିଛି ଗାନ୍ଧାରୀ, ଭୋକ ବିକଳରେ ତମ ବିରହେ କଣ୍ଟା ଗୁଳ୍ମ ଚୋବାଇ ଚାଲିଛି, ଝରୁଛି ଓଠରୁ ମୋ ଯନ୍ତ୍ରଣାର ରକ୍ତ ତମେ କାହୁଁ ବୁଝିବ, ମୁଁ ତା ବୁଝି ସାରିଛି ପାଇବାର ଅନ୍ୟ ନାମ ଯେ ରାଧା ।
ରାମ ପ୍ରସାଦ ବିଶୋଇ (କାଶ୍ୟପ) ମେଜେଷ୍ଟିକ, ବାଙ୍ଗାଲୋର , ରାତ୍ର-୯-୩୪ ମି , ତା-୧୪-୦୬-୧୬ .।Others
- ଜେଜେ ମା**************Archana Acharya · 1 min read · 180 readsଜେଜେ ମା**************Children
Loading…