StoryMirror - Read, Write, Share & Repeat- ଭିଜା ଭିଜାkamal kumar dash · 1 min read · 115 readsଭିଜା ଭିଜାDrama
- ବର୍ଷାAkshaya kumar Rout · 1 min read · 407 readsତୁମେ ସିନା ଭୁଲିଗଲ
ଶ୍ରାବଣର ଫୁଆରାକୁ
ମୁଯେ ଭୁଲି ପାରେନା
ଓଦା ଏ ମନଟା ମୋ ଗ୍ରୀଷ୍ମ ରେ ବି ଶୁଖେନାRomance
ଭିଜା ଭିଜା ସ୍ମୃତି ।
ଭିଜା ଭିଜା ସ୍ମୃତି ।Ram Prasad Bisoi · 1 min read · 6.9K readsଭିଜା ଭିଜା ସ୍ମୃତି ।
ଭଲ ଲାଗେ ବର୍ଷରେ ଭିଜିବାକୁ, ଭିଜି ଭିଜି ଅତୀତରେ ହଜିବାକୁ, ହଜିଗଲା ଦିନ ସବୁ ଖୋଜିବାକୁ, ଭଲ ଲାଗେ ବର୍ଷରେ ଭିଜିବାକୁ ।
ବର୍ଷା ଭିଜା ଗାଁ ଦାଣ୍ଡ, କାଦୁଅ ପାଣିର ସୁଅ, ସେ ସୁଅରେ କାଗଜ ର ଡଙ୍ଗା, ଡଙ୍ଗା ପଛେ ପଛେ ଧାଇଁ ବାକୁ ଭଲ ଲାଗେ ବର୍ଷରେ ଭିଜିବାକୁ ।
ନାହିଁ ସେ ଗାଁ ଦାଣ୍ଡ, ଅବା ସେଇ କାଗଜ ଡଙ୍ଗା, ସେ ଦିନ ହଜିଛି କେଉଁ ବୟସ ଗଳିରେ ଅବା, ତଥାପି ବି ଭଲ ଲାଗେ, ସେ ଦିନ କୁ ଖୋଜିବାକୁ, ବର୍ଷା ରେ ଭିଜି ଭିଜି ଅତୀତରେ ହଜିବାକୁ, ଭଲ ଲାଗେ ମତେ ଏବେ ବର୍ଷାରେ ଭିଜିବାକୁ ।
କାଶ୍ୟପ ।Others- ପହିଲି ମୌସୁମୀDR SAMIR RANJAN BEHERA · 1 min read · 242 readsପହିଲି ମୌସୁମୀAbstract
- ଭିଜା ଭିଜା ଚନ୍ଦନarun sahoo · 1 min read · 413 readsଭିଜା ଭିଜା ଚନ୍ଦନRomance
- ଲକ୍ ଡାଉନରେ ପ୍ରିୟା ସେଲ୍ଫିHitendra Mohanta · 1 min read · 11.6K readsପ୍ରତୀକ୍ଷା ଲମ୍ବୁଛି ଆଗକୁ ଆଗ
ତିନି ହପ୍ତା ତିନି ଯୁଗ ଲାଗୁଛି
ପ୍ରେମ ଭିଜା ପ୍ରାଣ ଝାଉଁଳିବନି ତ
ବୁଝି କି ଅବୁଝା ପ୍ରିୟା ହେଉଛି ॥Romance
Loading…