StoryMirror - Read, Write, Share & Repeatଭିଜା ଭିଜା ସ୍ମୃତି ।
ଭିଜା ଭିଜା ସ୍ମୃତି ।Ram Prasad Bisoi · 1 min read · 6.9K readsଭିଜା ଭିଜା ସ୍ମୃତି ।
ଭଲ ଲାଗେ ବର୍ଷରେ ଭିଜିବାକୁ, ଭିଜି ଭିଜି ଅତୀତରେ ହଜିବାକୁ, ହଜିଗଲା ଦିନ ସବୁ ଖୋଜିବାକୁ, ଭଲ ଲାଗେ ବର୍ଷରେ ଭିଜିବାକୁ ।
ବର୍ଷା ଭିଜା ଗାଁ ଦାଣ୍ଡ, କାଦୁଅ ପାଣିର ସୁଅ, ସେ ସୁଅରେ କାଗଜ ର ଡଙ୍ଗା, ଡଙ୍ଗା ପଛେ ପଛେ ଧାଇଁ ବାକୁ ଭଲ ଲାଗେ ବର୍ଷରେ ଭିଜିବାକୁ ।
ନାହିଁ ସେ ଗାଁ ଦାଣ୍ଡ, ଅବା ସେଇ କାଗଜ ଡଙ୍ଗା, ସେ ଦିନ ହଜିଛି କେଉଁ ବୟସ ଗଳିରେ ଅବା, ତଥାପି ବି ଭଲ ଲାଗେ, ସେ ଦିନ କୁ ଖୋଜିବାକୁ, ବର୍ଷା ରେ ଭିଜି ଭିଜି ଅତୀତରେ ହଜିବାକୁ, ଭଲ ଲାଗେ ମତେ ଏବେ ବର୍ଷାରେ ଭିଜିବାକୁ ।
କାଶ୍ୟପ ।Others- ଭିଜା ଭିଜାkamal kumar dash · 1 min read · 115 readsଭିଜା ଭିଜାDrama
- ଭିଜା ଭିଜା ଚନ୍ଦନarun sahoo · 1 min read · 413 readsଭିଜା ଭିଜା ଚନ୍ଦନRomance
- ଲକ୍ ଡାଉନରେ ପ୍ରିୟା ସେଲ୍ଫିHitendra Mohanta · 1 min read · 11.6K readsପ୍ରତୀକ୍ଷା ଲମ୍ବୁଛି ଆଗକୁ ଆଗ
ତିନି ହପ୍ତା ତିନି ଯୁଗ ଲାଗୁଛି
ପ୍ରେମ ଭିଜା ପ୍ରାଣ ଝାଉଁଳିବନି ତ
ବୁଝି କି ଅବୁଝା ପ୍ରିୟା ହେଉଛି ॥Romance
- ଭିଜା ମାଟିର ବାସ୍ନାManorama Mishra · 1 min read · 6.4K readsଯାହା ପାଇଁ ଆଜି ବି ଛାତି ଅଗଣାରେ
ବର୍ଷା ଲହଡି ଭାଙ୍ଗୁଛି -------
ପ୍ରିୟ ବର୍ଷା କୁ ଦେଖି
ଭିଜା ଭିଜା ମୁହୂର୍ତ୍ତOthers
- କେମିତି ଲେଖିବି ମୁଁsubrat kumar jena · 1 min read · 191 readsକେମିତି ଲେଖିବି ମୁଁTragedy
Loading…