StoryMirror - Read, Write, Share & Repeat- ଭିଖାରିଙ୍କ ଧାରଣାKamala Satpathy · 2 min read · 275 readsହାତଗୋଡ ଅଛି ସହି ସଲାମତ
କାହିଁ ଲାଗୁନାହୁଁ ମୂଲ
ପେଟ ପାଇଁ ଝାଳ ବୁହାଇଲେ ହେବୁ
ରଜା ସଙ୍ଗେ ସମତୂଲ ।Others
- ଭାବନାPrabhanjana Tripathy · 1 min read · 129 readsକାଳି ଝିଅ ଯେତେ ଅପୂର୍ବ ସୁନ୍ଦରୀ,
ହୃଦୟ ତାଙ୍କରି ଗୋରୀ ଲୋ,,,,
ପ୍ରେମ ଦିଆ ଭାଵ ,ଗୂଢ଼ ସ୍ଵଭାଵ,
ଇଜ୍ଜତକୁ ଥାନ୍ତି ଡରି ଲୋ,,,,,,,llOthers
- ଆମରି ଗାଆଁର ବୁଦ୍ଧିଆChinmay Behera · 1 min read · 223 readsନୁହେଁ ସିଏ ଧଡ଼ ଧଡ଼ିଆ
ଗଛ ଚଢା ଠାରୁ କୂଅ ଖୋଳାଯାଏ
ସବୁଥିରେ ପରା ଆଗୁଆ ।
ଦେଖିବାକୁ ଗାଢ଼ କାଳିଆ
ତା ନାଁ ଧରିଲେ ଛୋଟ ଛୁଆ ସବୁ
ଭୟରେ ହୁଅନ୍ତି ଛାନିଆ ।Inspirational
- ଦେହକୁ ନେବେନି - ଫ୍ରି ଫାୟାରSaroj Kumar Jena · 1 min read · 150 readsହୋଇଣ ବାଇଆ ପିଲାଠୁ ଭେଣ୍ଡିଆ
ସର୍ବେ ହେଲେଣି କୋଢ଼ିଆ ,
କ୍ଳବଠୁ ପଡ଼ିଆ ନଦୀଠୁ ଗାଡ଼ିଆ
ସବୁଠି ଖେଳ କିମିଆComedy
- ହସJagannath Barik · 1 min read · 357 readsବାଟରେ ଭେଟିଲି ରିକ୍ସାବାଲାକୁ
ହସିଦେଲା ଚାହିଁ ମୋର ମୁହଁକୁ |Comedy