English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଭୟମୁଦ୍ରା
254 poems
ସୁଧୁରି ଯାଅ
Anam Charan Sahoo · 1 min read · 106 reads
ଆଗ ପାଖରୁ ଦ୍ରୁତ ଗତିରେ ଆସିଲା ଏକ ଗାଡ଼ି ହର୍ଣ୍ଣ ବଜାଇ ଶବଦେ କହେ ରାସ୍ତା ଦିଅହେ ଛାଡ଼ି।
Inspirational
ନୂତନ ରୂପ
Suchismita Behera · 1 min read · 160 reads
ନୂତନ ରୂପ
Action
ଶିକ୍ଷା
Manasi Rani Nanda · 1 min read · 225 reads
କରାଳ ଅନ୍ଧକାର କରେ ରଚନା ରକ୍ଷା କରେ ଶିକ୍ଷାର ସୂଚନା, ପ୍ରତିବାଦୀ ହୁଏ ବିନାଶ ଦିଶା ଦେଖାଏ ଶିକ୍ଷା କରାଳ ଅନ୍ଧକାର କରେ ରଚନା ରକ୍ଷା କରେ ଶିକ୍ଷାର ସୂଚନା, ପ୍ରତିବାଦୀ ହୁଏ ବିନାଶ ଦିଶା ଦେଖାଏ ଶିକ୍ଷା ଆଇନ।
Inspirational
ମୋ ପ୍ରିୟ ଯାଦୁକର
ଉମା ଶଙ୍କର ମାଝୀ · 1 min read · 469 reads
ମୋ ପାଇଁ ଚଳନ୍ତି ଠାକୁର ଓ ଇଶ୍ୱର ଙ୍କ ଶ୍ରେଷ୍ଠ ଉପହାର ତଥା ଜୀବନରେ କର୍ତ୍ତବ୍ୟର ଗୁରୁତ୍ୱକୁ ଉପଲବ୍ଧି
Inspirational
ଅନ୍ଧାର
Banalaxmi Mohanty · 1 min read · 173 reads
ଶୁକ୍ଳ ପକ୍ଷେ ଜହ୍ନ ଆଲୋକ ବିତରେ କୃଷ୍ଣ ପକ୍ଷରେ ଅନ୍ଧାର ଜୀବନର ଚକ ଚାଲେ ସେହିପରି ଦୁଃଖ ସୁଖ ସମାହାର
Inspirational
ପ୍ରେମ ଇଶ୍ଵର
RAKHAL CHANDRA SWAIN · 1 min read · 152 reads
ପ୍ରେମକୁ ହୁଏନି ଭାଙ୍ଗି, ପ୍ରେମ ଯଦି ହୁଏ ସତ। ମୁଦ୍ରା ଦୁଇ ପାର୍ଶ୍ଵ ଭଳି,
Romance
Loading…
Next page →