Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମ।ୟ।
2 poems
ଶୂନ୍ୟ ଛାୟ।
Upendra Mahala · 1 min read · 204 reads
ଭୁଲିପାରୁନି ପ୍ରାଣହୀନ ଶୂନ୍ୟଛାୟାର ମ।ୟ। । ମଧ୍ୟାନ୍ତର ବେଳେ ଉଭେଇଯାଏ ଘଡିଏ, କେମିତି ଫୁଲବଣ ଛାଡି ଚାଲିଗଲା ପାହାନ୍ତି ଅ।ଲୁଅରେ ??
Romance
ହଇ କି ମ ହେଟି କୁହତ । (୨)
Ram Prasad Bisoi · 1 min read · 6.8K reads
ହଇ କି ମ ହେଟି କୁହତ । (୨) ସ୍ଵପ୍ଣ ନା ସ୍ଵପ୍ନା କିଏ ? ତୁମେ ତମେ ଛାୟା ନା ପରିଛାୟା ତମେ ତମ ବାଦାମୀ କଳା କେଶ ଆଉ କଳା ଚଷମା ଆଖି ବେଶ ଭୂଷା ପରିପାଟି ପାଇଁ ଖୁଵ ଯତ୍ନଶୀଳ, କେବେ ବନି ଯାଅ କାୟା ଆଉ ପରକାୟା ଅତୃପ୍ତ ଆତ୍ମାଟିଏ , ଘୁରି ବୁଲୁଥାଏ ତମ ଚାରି କଡେ ବୁଝି ବି ପାରେ ତମ ଆତ୍ମାର ଭାଷା ବିଡ଼ମ୍ବନା ଏତିକି ଯେ ତମେ ବନ୍ଦ କରି ଦିଅ ସବୁ ଝରକା କବାଟ ଯେତେବେଳ ପର୍ଯ୍ୟନ୍ତ ଆଲ୍ଲାହଡ଼ ରେ ହୁଏନି ମୋ ସ୍ଥିତିର ସ୍ପନ୍ଦନ ସବୁଅଛି ତମ ପାଖେ କିନ୍ତୁ କାହିଁକି ? ଏତେ କାର୍ପଣ୍ୟତା ଦେବାକୁ ମତେ ବିବେଚତ କର ସ୍ୱାର୍ଥପର , ପୁଣି ପଚାରେ ; ତମର ମୁଁ କିଏ ? ହାଇକି ମ ହେଟି କୁହତ । ରାମ ପ୍ରସାର ବିଶୋଇ । ରାୟଗଡ଼ା ।
Others