StoryMirror - Read, Write, Share & Repeat- ଭୁଲ କିସ ମୁଇଁ କଲିMaheswar sahoo · 1 min read · 333 readsଆଜି ଯୌବନରେ, ପାଦ ଦେଇ ପୁଅ,
ଭଲ ପାଏ ଲୁଚି ଲୁଚି ।
ଅପ କର୍ମ ତାର, ବଢି ଯାଉଥିଲା,
ଅଭିଯୋଗ ବଢ଼ୁଅଛି ।।Others
- ସଂଖ୍ୟା ଗଣନା ଗୀତBULU BEHERA · 1 min read · 152 readsସଂଖ୍ୟା ଗଣନା ଗୀତAction
- ଅନୁଭୂତି ର ଇନ୍ଦ୍ରଧନୁ 🌈Amita Dash · 1 min read · 114 readsଅନୁଭୂତି ର ଇନ୍ଦ୍ରଧନୁ 🌈Abstract
- ବୁଝିପାରିଲେ ହେଲାNiranjan Sahu · 1 min read · 6.9K readsସତସଙ୍ଗେ ମିଶି ସତକର୍ମ କଲେ ସଫଳତା ମିଳିଥାଏ....Inspirational
- ମଦManoj kumar Maharana · 1 min read · 7.4K readsଭେଣ୍ଡା ବୁଢା ପିଲା ବ୍ରାହ୍ମଣ ମହିଳା
ସର୍ବେ ପିଅନ୍ତି ମଦ୍ୟ
ନାଁ ଟି ମୋର ମଦ.. |Others
- ପାନ ପେଢ଼ି ।Ram Prasad Bisoi · 1 min read · 6.8K readsପାନ ପେଢ଼ି ।
କେତେ ଦିନ !ଏମିତି ଚୁପ ରହିବ , ଦେଖି ପାରୁଛି,ତମ ମୁଖ ମଣ୍ଡଳର ଆଭା, ସ୍ମିତି ହାସ୍ୟ, ଆଖିର ଲାଳିମା , ଦୂରେ ଥାଇ , ମନ ଗହନ କଥା, କେତେ ଦିନ ସାଇତି ରଖିବ ସନ୍ତକ ବାକ୍ସ ଆଉ ପାନ ପେଢ଼ି, ଖୋଲି ଦିଅ ପିଟରା, ସୁବାସିତ ପାନ ପତ୍ର ରେ ସିଞ୍ଚନ କର କିଛି ଗୋଲାପ ଜଳ, ଗୁଆ ଆଉ ଚୂନ, ତା ସହ କ୍ଷୀର ମିଶା ଗିଲାଖଇର , ଜଫ୍ରାନି ପତି ,ଅଳେଇଚ, ଲବଙ୍ଗ, ଦିଅ କିଛି କିସମିସ,, ନାଲି ଓଠ , ନାଲି ଜୀବହ୍ୱା ,ଖର ନିଶ୍ୱାସ ହୋଇ ଯିବନି ପ୍ରଶମିତ, ଜଳୁଥିବା ଅଗ୍ନିର ଦହନେ ତମ ଶରୀର , ପାନ ଖଣ୍ଡେ ତ , ନା ସୁନା,ରୂପ ଟଙ୍କା ,ଗହଣା, ଯେ ସରି ଯିବ , ରହି ଯିବନି ଭାବ ସାରା ଜୀବନ , ମନ ଆୟତ ଉପଶମ ଚିକିସ୍ତକ ଯେ ତୁମେ, ଖୋଲ ତୁମ ସଦା ବାହାର ପାନ ଥରେ ଦେଇ ତ ଦେଖ ମତେ ତମ ପୁରୁଣା ସନ୍ତକ ବାକ୍ସରେ ସାଇତା ଆଇମା ବୁଢ଼ୀଙ୍କ ""ପାନ ପେଢ଼ି "" ।
ରାମ ପ୍ରସାଦ ବିଶୋଇ । (କାଶ୍ୟପ) ତା-୦୪-୦୬-୧୬ ସକାଳ-୫-୫୫ ମି. ରାୟଗଡ଼ା ।Others
Loading…