Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମଧୂଝରା
3 poems
ଏ ମଧୂଝରା ନିଶା ରାତି
Prafulla Chandra Mishra · 1 min read · 176 reads
ମାଳତୀ ମଞ୍ଜରୀ କୁଞ୍ଜ କୁଟିରରେ ମୃଦୁ ହିଲ୍ଲୋଳ ଲୋଳେ, ସ୍ଵାଗତଂ ଦେବୀ କବି ପ୍ରାଣ ଛବି ସଞ୍ଜ ଦୀପ ଶିଖା ଧରେ, ରଞ୍ଜାଇ ଦିଅ ଗୋ ଏ ମଧୂ ଲଗନ ତୁମରି ପ୍ରେମ ପୀୟୂଷେ, କଞ୍ଜ ନୟନା ଲଳିତ ସଞ୍ଜେ…।।
Others
ଏ ଆଖିକୁ ଭରଷା କରିବ କିଏ
Shiba Charan Mahapatra · 1 min read · 464 reads
ଆଖି ହିଁ ଦେଖାଏ କେତେ ସତ ମିଛ ନିଜଠୁ ନିଜର ଯିଏ ସେଇ ଆଖି ପୁଣି ସାତପର କହି ଧୋକ୍କା ଦେଇ ଚାଲିଯାଏ ।
Abstract
ବିଦଗ୍ଧ କବିତା ଦୁଇ
Shiba Charan Mahapatra · 1 min read · 201 reads
ଭାବନା ବିହୀନ ଶବ୍ଦଟିଏ ମୁଁ ତୁମେ କବିତାର ଝର ଓଠ ନ ଛୁଇଁବି ବଂଶୀ କି' କେବେ ତୋଳିଛି ସ୍ୱର ଝଙ୍କାର । ।
Romance