StoryMirror - Read, Write, Share & Repeat- ଜମାନବନ୍ଦୀPRANATI MAHAPATRA · 1 min read · 276 readsପ୍ରତାରଣା ଦେଇ ଘୃଣାର ପାତ୍ରୀ ସଜେଇ ଦେଲ
ଅନେକ ମିଠା ମିଠା, ଚୁପି ଚୁପି କଥା କହି,
କେମିତି ଦେଇ ପାରିAbstract
- ମିଛNaba Kumar Das · 1 min read · 100 readsମିଛ ଲୁଚିଥାଏ
ମନ ମନ୍ଥରାର ମାୟା ଜାଲରେ
ଘୋର ତାମସାର ତିକ୍ତ ଅନୁଭବରେ
କେବେ କେବେ କୂଟିଳା ନାରୀଟିଏ ହୋଇ
ଆଉ କେବେ ଭୟାନକ ଭୂତ ରୂପ ନେଇOthers
- ପ୍ରଜାପତି ଆଣିଛି ଏକ ଶହୀଦର ଚିଠିGitanjali Pujapanda · 2 min read · 185 readsଦେଶ ଭିତରେ ରହି ଦେଶର
ତୁମେ ବି ପାଲଟିଯାଅ ଗୋଟେ ଗୋଟେ
ସୈନିକ ଆଉ ସମୂଳେ ଧ୍ୱଂସ କର ସେ
ଭିତରେ ଶତ୍ରୁକୁ, ଅଶିକ୍ଷା, ଅରାଜକତା,
ହିଂସା, ଆଉ ଦେଶରେ ଥିବା ମନ୍ଥରାମାନଙ୍କୁTragedy
- ରାମ ବନବାସSatyanarayan Sahoo · 2 min read · 158 readsଅଯୋଧ୍ୟା ପତି ପଦ ରାମେ ଉଚିତ
ନୁହେଁ ସେ ଜାମାତା ତାର
ଅରଣ୍ୟ ରେ ହରୁ ଚଉଦ ବରଷ
ପୁତ୍ର ରାଜା ହେଉ ତୋର ଲୋ । ବାଣୀ
ଭାଷ ଯା ବେଗେ ତା ଆଗେ ଧାଇଁ । ଲୋ
ବେନି ବର ତୋ ମାଗିବୁ ଯାଇ ଲୋTragedy
- ଭିନ୍ନ ଚରିତ୍ର କାଳନେମୀPranati Panda · 1 min read · 365 readsଈର୍ଷା ଅସୂୟାରେ ଭରା ୟାଙ୍କ ଦେହ
କାହା ସୁଖ , ଶିରୀ ଦେଖନ୍ତି ନାହିଁ ,Inspirational
- କାହାଣୀଟିଏ ଗଢ଼ିବାKali Kumar · 1 min read · 256 readsରାମାୟଣରେ ମନ୍ଥରା, ମହାଭାରତରେ ଶକୁନି ନଥିଲେ
ସେ କାହାଣୀ , କଣ ଅମର ହୋଇବ ?Romance