StoryMirror - Read, Write, Share & Repeat- କ୍ଷମା ରେ କ୍ଷମତାSunanda Mohanty · 1 min read · 279 readsସେ ମହନୀୟ କ୍ଷମା ନୀତି ମାଗେ ମୁଁ ତମକୁ, ତମେକି ସତରେ ଦେବ. କେ ଦେଉ ନ ଦେଉ ମୁଁ ଜାଣେ ସମ୍ପର୍କ କ୍ଷମାAbstract
- ଚିତ୍ର ଆଖିର ବାଘ : ୮Eli Mohanty · 1 min read · 1.2K readsଶେଷ ବିପର୍ଯ୍ୟୟର ଶବ୍ଦ ଶୁଣିପାରିବାର ଧୈର୍ୟ୍ଯ
ଜୀବନକୁ ଜୀଏଇଁ ରଖିବାର ନିଶାରେ
ବିକଳ ମାତୃତ୍ୱOthers
- ମୋ ଭାଷାPanchanan Jena · 1 min read · 193 readsମୋ ଭାଷାInspirational
- ଜୀବନ୍ତ ଦେବତାPRANATI MAHAPATRA · 1 min read · 430 readsବହଳ ବହଳ ଦୁଃଖ,କ୍ଲେଶ,ତୃଷାର୍ତ୍ତ,
କ୍ଷୁଧାର୍ତ୍ତ ର କଳାଅନ୍ଧାରକୁ
ଢାଙ୍କି ରଖୁଥିବା ତୁମର ସେହି
ଆତ୍ମବିଶ୍ବାସ, କର୍ମଠତା,
ହୃଦୟର ଗଭୀରତା କୁ ମାପୁଥିବା ,
ନୀଳଚକ୍ର ବାନା ସଦୃଶ ଗାମୁଛାକୁ।
ଜାବୁଡ଼ି ଧରିବାକୁ ଭାରୀ ଇଚ୍ଛାହୁଏ ବାପା ....
ତେଜୋଦୀପ୍ତ,ଆଭାମୟ
ଦରୋଟି ହସର,
କମନୀୟ କଳା ମଚମଚ
ମୁଖ ମଣ୍ଡଳକୁ,
ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ।
ବାପା...
ଇଚ୍ଛା ହୁଏ,
ମୋ ଜଗତର ସର୍ବୋତ୍ତମ ପୁରୁଷ,
ମୋ ପାଇଁ ସର୍ବମୟ କର୍ତ୍ତା,
ମୋ ପ୍ରାଣଦାତା,
ମୋ ଶୁଭଚିନ୍ତକଙ୍କ
ଶ୍ରୀଚରଣ ବନ୍ଦନା, ଅର୍ଚ୍ଚନା କରି,
ନିଜକୁ କୃତାର୍ଥ ମଣିବାକୁ।
ଭାରି ଇଚ୍ଛା ହୁଏ ବାପା ।Others
- ନାରୀSanjukta Padhi · 1 min read · 234 readsଜେଜୀମାଆର ଦୁଃଖ
ଏ ନୁହେଁ କୂଳ ଵର୍ଦ୍ଧକ
ଆଉ କୁହେ ଛି
ମୋ ଝିଅର ଦୁର୍ଭାଗ୍ୟ
ତଥାପି ଗର୍ଭ ବିଦାରି
କଷ୍ଟ କୁ ଚାପିଧରି
ମାଁ କହେ ଏଇତ
ମୋ ସୁନା ନାକି ପରୀAbstract
- ଅନୁତାପSARATA KUMAR DAS · 1 min read · 293 readsଅନୁତାପର ଅଶ୍ରୁରେ
ଧୋଇ ହୋଇଯାଏ ପାପ ତାପ,
ନିଷିଦ୍ଧ ଫରୁଆରେ ସାଇତି ରଖିଥିବା
ଯେତେ ଅବାଂଛିତ...Inspirational
Loading…