English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ମାପଣତ
555 poems
ମୋ ମା’
Sasmita Das · 1 min read · 6.9K reads
ମୁଁ ହସିଲେ ହସୁଥାଏ ଝରିବାକୁ ଦିଏ ନାହିଁ ଲୁହର ଧାର...
Abstract
ମାଆ
Prasanna Kumar Madala · 1 min read · 6.7K reads
ପ୍ରଥମ ଗୁରୁ ସେ ପ୍ରଥମ ଈଶ୍ବର ଭକ୍ତି ରଖିଥିଲେ ତିଳେ ସରସ ସୁନ୍ଦର ହୁଅଇ ଜୀବନ ଶକ୍ତି ନିରବଧି ମିଳେ ।
Inspirational
ସ୍ଵୀକାରୋକ୍ତି
Padmalaya Mishra · 1 min read · 13.7K reads
ସମୟ ଓ ବୟସ ନିର୍ଦ୍ଦ୍ଵନ୍ଦେ ମୋର ସ୍ଵୀକାରୋକ୍ତି ଆମ ବନ୍ଧୁତା ନୁହେଁ ଖାଲି ଏ ଜନ୍ମ ପାଇଁ ଆମ ସମ୍ପର୍କ ତ ଜନ୍ମ ଜନ୍ମର ।।
Inspirational
ମମତାର ଡାକ
Hrushikesh Satpathy · 1 min read · 6.7K reads
ଢାଙ୍କିଦେବି ସବୁ ଦୋଷ ପଣତ ଉହାଡେ...ମୁଁ ମା' ତୋର...
Inspirational
ମା’ ଓ ମମତା
Lalita Jena · 1 min read · 6.9K reads
ମା’ କୋଳ ଛାଡ଼ି ଦାଣ୍ଡେ ଠିଆ ହେଲୁ ସାହା ହେଉଥିଲେ ପିତା ଜଗତରେ ପରା ସବୁଠାରୁ ବଡ଼ ସେଇତ ଜନନୀ ଆମର ତା ଓଠର ମିଠା କେଇ ପଦ କଥା ଶୁଣିବାକୁ ମନ..
Inspirational
ମା'
Karisma Dash · 1 min read · 174 reads
ମା' ସେ ମୋ ମା' ମୋ ମା' ଆଖି ଖୋଲିଲେ ମିଛ ର ମାୟା ତୋ ପଣତ କାନି ଅଟେ ମୋ ସାହା ।
Inspirational
Loading…
Next page →