English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ମାତାପିତା
11 poems
ମୂଳଭିତ୍ତି
Bharatabandhu Biswal · 1 min read · 112 reads
ଶୂନ୍ୟେ ପକାଯାଏ ଛାତ ମରୁତ ବେଗ ରୋଧିତ ଝରକା କବାଟ ଲାଗି ଗୃହ ସୁରକ୍ଷ ମସୃଣ ହୁଏ ଚଟାଣ
Inspirational
ଆଧୁନିକ ପୁତ୍ରର ସଂଳାପ
Shashanka sekhar Ray · 1 min read · 115 reads
ତ୍ୟାଗ ସେବା ବଳୀଦାନ ସହିଷ୍ଣୁ ଶବ୍ଦ କେବେଠୁ ଲିଭିଗଲାଣି ଜୀବନ ଅଭିଧାନରୁ ଡେଣା ଲାଗିବା ଦିନଠୁଁ ଉଡିପାରୁଛି ଏକାଏକା ଦୂରଆକାଶେ ବିନା ଆସରାରେ
Others
ମାତାପିତା
ମାତାପିତା
bebismita kar · 1 min read · 178 reads
ମାତାପିତାଙ୍କ ର ଋଣ ଶୁଝି ହେବନାହିଁ କେବେ ମନ୍ଦିର ଯାଇ ପଥର ପୂଜା କରିବି କିଆଁ ତେବେ ଘରଠୁ ବଡ଼ ମନ୍ଦିର ଆଉ ଅଛିକି ଦୁନିଆରେ ସଦା ରହିବି
Inspirational
ଅଝଟିଆ ପିଲାଦିନ
Prasanna Kumar Madala · 1 min read · 200 reads
ବାପା ସିନା ତାଙ୍କ କଠୋର ଶାସନେ ଦେଖାନ୍ତି ନାଲିଆ ଆଖି ଅଭିମାନ କଲେ ବୁଝାଇ ଶୁଝାଇ ପ୍ରେରଣା ଦିଅନ୍ତି ଡାକି ।
Others
ଆଉ କିଛି ଲୋଡା ନାହିଁ
Dr Rashmita Panigrahi · 1 min read · 11.9K reads
ତୁମରି ଶିକ୍ଷାରେ ମୁହିଁ, ଆଜ୍ଞାନ ତମସା ଦୂର ହେବ ମୋର ତୁମ ସ୍ନେହର ପରଶ ପାଇ
Others
ଥୁଣ୍ଟାଗଛ
Sneha Mishra · 1 min read · 194 reads
ବୃଦ୍ଧ ମାତାପିତା କହିଯାଉଥା’ନ୍ତି ବୁକୁତଳର ସେ ବ୍ୟଥା | ଅସହାୟ ମୁହିଁ ସାନ୍ତ୍ଵନା କି ଦେବି କହି ତ ପାରୁନି କଥା
Others
Loading…
Next page →