Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମାନିନୀ
15 poems
ମାନିନୀ ରାଧିକା
Kulamani Sarangi · 1 min read · 6.8K reads
ମାନିନୀ ରାଧିକା ................... ମାନିନୀ ରାଧିକା ଅଭିମାନେ ଗାର କାଟୁଥିଲେ ଧରଣୀରେ, ବହିଯାଉଥିଲା ନେତ୍ରୁ ଅଶ୍ରୁ ପତ୍ରୁ ଶିଶିର ବିନ୍ଦୁ ପ୍ରକାରେ।୧। ଚାହିଁ ଉଦ୍ଧବଙ୍କୁ କହନ୍ତି ରାଧିକେ ଶ୍ରୀକୃଷ୍ମ ନୁହଁନ୍ତି ଭଲ, ପ୍ରତିଶ୍ରୁତି ଆଉ ପ୍ରତାରଣା ତାଙ୍କ ନିକିତିରେ ସମତୁଲ।୨। ତାଙ୍କ ନଆସିବା ବାଧେନାହିଁ ବାଧେ ତାଙ୍କ ମିଛୁଆ ପଣିଆ, ଭାବିଛନ୍ତି ମିଛକହି ଭଣ୍ଡାଇବେ ମତେ ପିଲାଙ୍କ ଭଳିଆ।୩। ସେଇଦିନୁ ଜାଣିଚି ମୁଁ ଯେଉଁଦିନ ବଂଶୀଟି ଧରାଇ ଦେଇ, କହିଲେ ରାଧିକେ ଚାରିଦିନ ପରେ ଫେରି ଆସିବି ଗୋ ମୁଁହି।୪। କହିବ ଉଦ୍ଧବ ତାଙ୍କ ହୃଦ ଠାରୁ ମୋ ହୃଦ ଅଧିକ ଟାଣ ତାଙ୍କ ସ୍ମୃତି ମୋର ଅନ୍ତରେ ସାଇତି ଜୀଇଁବା କରିଛି ପଣ।୫। କହିବ ଉଦ୍ଧବ ତାଙ୍କଫେରିବାକୁ ଆଉ ମୁଁହି ଚାହିଁ ନାହିଁ, ମୋ ପ୍ରିତି ଅମର ହେବହେ ଉଦ୍ଧବ ନଆସିବେ ଯେବେ ସେହି।୬। କୁଳମଣି ଷଡଙ୍ଗୀ
Others
କିମିଆ କରିଛି
kahnu charan sahu · 1 min read · 233 reads
ମୋ ମନ ମୟୂରୀ ସପନ ସୁନ୍ଦରୀ ହୃଦୟେ କରିଛି ଘର
Romance
ମାନିନୀ ପଦ୍ମିନୀ
Ranjan Kumar Brahma · 1 min read · 263 reads
ଶରତ ଋତୁର ପ୍ରଭାତ ବାତ ଆଣି ଦିଏ ନୂଆ ପ୍ରେରଣା ସେଥିରେ ପ୍ରେରିତ ମଧୁପଗୁଞ୍ଜ କମଳିନୀ ମଧୁ ଯାଚନା
Others
ପ୍ରଣୟିନୀ
Raja Sekhar CH V · 1 min read · 217 reads
ତୁମେ ନୁହଁ କଦାପି ଅଭିମାନିନୀ, ତୁମେ ହୋଇଛ ମୋର ମାନିନୀ, ତୁମେ ହୁଅ ମୋ ମନର ବନ୍ଦିନୀ, ମୁଗ୍ଧ କର ହୋଇ ମୋର ମାଳିନୀ ।
Romance
ଆସିବ ବୋଲି ତ
Shiba Charan Mahapatra · 1 min read · 300 reads
ଏସନ ଫଗୁଣ ମୁହଁ ପୋତିଦେଲା ତୁମେ ଆସିଲନି ବୋଲି କୁହୁଡ଼ି କାକର ବଉଳ ଜାଳିଲା ଫୁଲ ଦୋଳି ଝୁଲିଝୁଲି..
Romance
ମାନିନୀ
Biswanath Nayak · 1 min read · 263 reads
ଭାବୁଛକି ତୁମେ କିପରି ପାଇଲି ତୁମ ଆଖିଲୁହ ବାରତା, ଦେହ ଆମ ଦୁଇ ଆତ୍ମା ଏକ ପରି ଭୁଲିଗଲ କିବା ଏକଥା? ତୁମେତ ଜଳୁଛ
Tragedy
Loading…
Next page →