StoryMirror - Read, Write, Share & Repeat- ମିଠା ମିଠା ଗୀତ । କାଶ୍ୟପ ।Ram Prasad Bisoi · 1 min read · 1.4K readsଝାପସା ଝାପସା ମୁହଁ କିଛି ଆସି , କାଲି ରାତି ରେ ପୁଣି ଛିଡା ହୋଇଗଲେ, କଣ ? ତମେ ଆମକୁ ଭୁଲି ଗଲ ! ଆଖି ଭିଜି ଗଲା ମନ ହୋଇ ଗଲା ଭାରି , ମୁଁ କହିଲି , ତମେ !ଆଜି ବି ମନେ ଅଛ, । (୧)
ଝରକା ! ଖୋଲିବା ବାକି , ଭୀଷଣ ଗ୍ରୀଷ୍ମ ରେ, ଶୀତଳ ପବନ ହୋଇ ମନ କୁ ଛୁଇଁ ଯାଅ, ସ୍ମୃତି --------------! ତମେ ନୁହଁ କି ? ଆଜି ବି ! ମିଠା ମିଠା ଗୀତ , ମିଠା ମିଠା ଗୀତ । (୨) ରାମ ପ୍ରସାଦ ବିଶୋଇ, ରାୟଗଡ଼ା । ତା-୨୬-୦୪-୧୬ ସମୟ-ସକାଳ-୮-୧୧ ମି,Others
- ନଦୀଟିଏ ମୁଁ ନଦୀଟିଏAbhiram Sahoo · 1 min read · 277 readsଦି' କୂଳେ ଶାଗୁଆ ଶସ୍ଯ କେଦାର
ମୋ ନୀର ପରଶେ ଛନଛନ
ସୁଲୁସୁଲୁ ବାଆ ପାଲଟଣା ନାଆ
ଢେଉରେ ଉଲୁସେ ତନୁ ମନOthers
- ମାଆ ଓ ମମତାLingaraja Dash · 1 min read · 118 readsମିଠା ମିଠା ଗୀତେ ଶୁଆଇ ଦେଇଛି
ସିଏତ ମୋଅରି ମାଆ,
ମୀନା ମୀନା ମାଳି ପିନ୍ଧାଇ ଦେଇଛିInspirational
- ଭିନ୍ନ ଏକ ଆଶାGhanashyam Biswal · 1 min read · 78 readsକହି ନ ଥିଲେ
କ'ଣ ହେଲା?
ନିଜେ ହସି ହସାଇ ତ ପାରିବି lAbstract
- କିଏ କଣ କୁହେ...Mamatamanjari Das · 1 min read · 248 readsକୋଇଲିଟି କହେ ମୋ ପରି ତୁମେ
ମିଠା ସୁରେ ଗୀତ ଗାଅ
ସେ ମିଠା ସୁରରେ ମନଟିକୁ ଜିଣି
ହୃଦୟରେ ସ୍ଥାନ ପାଅInspirational
- ପରୀ(ଛୋଟ ଝିଁଅ)Pinku Ranbida · 1 min read · 241 readsବହନିର୍ ନଜର୍'ଥି ଦେଖରେ ସଭେ
ତମ୍'କୁ ସଭେ ମାନ୍ ସମ୍ମାନ ଦେବେ
ମୁନୁଷ୍ ଜାଏତ୍'କେ ବଦନାମ୍ ନାଇଁ କର
ଟିକେହେଲେଭି ମାହାପୁରୁକେ ଡର ।।Crime
Loading…