StoryMirror - Read, Write, Share & Repeat- ଶିଶୁAmit Bal · 1 min read · 227 readsସେ ସହସ୍ର ସୂର୍ଯ୍ୟର ଅନ୍ଧାରେ ଆବାହନୀ
ବର୍ତ୍ତମାନରେ ଭବିଷ୍ୟତର ପ୍ରତିଧ୍ୱନୀ
ନବରାତ୍ରୀରେ ଚିରନ୍ତନ ସେ ନବରୂପ
ଖରା ବର୍ଷାରେ ଇନ୍ଦ୍ରଧନୁର ମିଠା ଛାପ ,Inspirational
- ବାପାଙ୍କ ପାଇଁ କବିତାଟିଏChinmaya Kumar Nayak · 1 min read · 156 readsବାପାଙ୍କ ପାଇଁ କବିତାଟିଏAbstract
- ଜୀବନ ଗୀତା-୩୨୫Geeta Sarangi · 1 min read · 247 readsସାଧାରଣ ଘଟଣା ତ
ଲାଗଇ ଅସାଧାରଣ
ସାମାନ୍ୟ କଥା ଗୋଟିଏ
ଲାଗୁଥାଏ ଅସାମାନ୍ୟOthers
- ଜଳି ସାରିଥିବା ଦୀପର ସଳିତାଓଡ଼ିଆ ଗଳ୍ପ ଓ କବିତା - ୩ · 1 min read · 6.8K readsମୁଁ ଆବେଗ ଟିଏ
ଅନ୍ଧାର ଯେତେ ଗାଢ଼ ହୁଏ ମୋର
କୁନ୍ତଳେ କାନ୍ତି ଝରେ
ଲିଭିଗଲେ ଜହ୍ନ ଆକାଶ ଦେହରେ
ଆଖିରେ କଜଳTragedy
- ମିଠା ମିଠା ଗୀତ । କାଶ୍ୟପ ।Ram Prasad Bisoi · 1 min read · 1.4K readsଝାପସା ଝାପସା ମୁହଁ କିଛି ଆସି , କାଲି ରାତି ରେ ପୁଣି ଛିଡା ହୋଇଗଲେ, କଣ ? ତମେ ଆମକୁ ଭୁଲି ଗଲ ! ଆଖି ଭିଜି ଗଲା ମନ ହୋଇ ଗଲା ଭାରି , ମୁଁ କହିଲି , ତମେ !ଆଜି ବି ମନେ ଅଛ, । (୧)
ଝରକା ! ଖୋଲିବା ବାକି , ଭୀଷଣ ଗ୍ରୀଷ୍ମ ରେ, ଶୀତଳ ପବନ ହୋଇ ମନ କୁ ଛୁଇଁ ଯାଅ, ସ୍ମୃତି --------------! ତମେ ନୁହଁ କି ? ଆଜି ବି ! ମିଠା ମିଠା ଗୀତ , ମିଠା ମିଠା ଗୀତ । (୨) ରାମ ପ୍ରସାଦ ବିଶୋଇ, ରାୟଗଡ଼ା । ତା-୨୬-୦୪-୧୬ ସମୟ-ସକାଳ-୮-୧୧ ମି,Others
- ପରୀ(ଛୋଟ ଝିଁଅ)Pinku Ranbida · 1 min read · 241 readsବହନିର୍ ନଜର୍'ଥି ଦେଖରେ ସଭେ
ତମ୍'କୁ ସଭେ ମାନ୍ ସମ୍ମାନ ଦେବେ
ମୁନୁଷ୍ ଜାଏତ୍'କେ ବଦନାମ୍ ନାଇଁ କର
ଟିକେହେଲେଭି ମାହାପୁରୁକେ ଡର ।।Crime
Loading…