StoryMirror - Read, Write, Share & Repeat- ଇଛା ହୁଏParameswar Ojha · 1 min read · 439 readsଇଛା ହୁଏ
ସାଗର ବେଳାରେ ତୁମ ହାତଧରି
ସକାଳ ସନ୍ଧ୍ୟା ଟା ସାରିଦେବାକୁOthers
- କରିବନି ସାତପରAnita Dash · 1 min read · 412 reads'ମୋର' ବୋଲି ଯେତେ ଅଭିମାନ ପଣ
ତୁମ ସହ ଯୋଡ଼ିଦେଲି,
ମନ ଆଇନାରେ ତୁମକୁ ଦେଖୁଛି
ମୋ ଛବି ଗଲିଣି ଭୁଲି।Romance
- ମିଠା ମିଠା ଗୀତ । କାଶ୍ୟପ ।Ram Prasad Bisoi · 1 min read · 1.4K readsଝାପସା ଝାପସା ମୁହଁ କିଛି ଆସି , କାଲି ରାତି ରେ ପୁଣି ଛିଡା ହୋଇଗଲେ, କଣ ? ତମେ ଆମକୁ ଭୁଲି ଗଲ ! ଆଖି ଭିଜି ଗଲା ମନ ହୋଇ ଗଲା ଭାରି , ମୁଁ କହିଲି , ତମେ !ଆଜି ବି ମନେ ଅଛ, । (୧)
ଝରକା ! ଖୋଲିବା ବାକି , ଭୀଷଣ ଗ୍ରୀଷ୍ମ ରେ, ଶୀତଳ ପବନ ହୋଇ ମନ କୁ ଛୁଇଁ ଯାଅ, ସ୍ମୃତି --------------! ତମେ ନୁହଁ କି ? ଆଜି ବି ! ମିଠା ମିଠା ଗୀତ , ମିଠା ମିଠା ଗୀତ । (୨) ରାମ ପ୍ରସାଦ ବିଶୋଇ, ରାୟଗଡ଼ା । ତା-୨୬-୦୪-୧୬ ସମୟ-ସକାଳ-୮-୧୧ ମି,Others
- ପରୀ(ଛୋଟ ଝିଁଅ)Pinku Ranbida · 1 min read · 241 readsବହନିର୍ ନଜର୍'ଥି ଦେଖରେ ସଭେ
ତମ୍'କୁ ସଭେ ମାନ୍ ସମ୍ମାନ ଦେବେ
ମୁନୁଷ୍ ଜାଏତ୍'କେ ବଦନାମ୍ ନାଇଁ କର
ଟିକେହେଲେଭି ମାହାପୁରୁକେ ଡର ।।Crime
- ଓଦା ଓଦା ପ୍ରେମର ପୁଲକAmit Bal · 1 min read · 157 readsଓଦା ଓଦା ପ୍ରେମର ପୁଲକAbstract
- ଇନ୍ଦ୍ରଧନୁBasanti Pattnaik · 1 min read · 263 readsଇନ୍ଦ୍ରଧନୁRomance
Loading…